NMMS exam to be held on February 1; SCERT writes to all district education officers Read More >
ଭୁବନେଶ୍ୱର: ପୁରୁଣା ବର୍ଷର ଶେଷରେ ଓଡ଼ିଶାକୁ ମିଳିଛି ନୂତନ ମୁଖ୍ୟ ଶାସନ ସଚିବ । ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ୪୭ ତମ ମୁଖ୍ୟ ଶାସନ ସଚିବ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ଗର୍ଗ ରାଜ୍ୟର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ଭାବରେ ଏହି ଗୌରବ ଅର୍ଜନ କରିଛନ୍ତି । Read More >
Baranga millionaire additional tehsildar arrested by vigilance Read More >
ଭୁବନେଶ୍ୱକ: ରାଜ୍ୟର ୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ତିନି ଜଣ ଆଇଏଏସ୍ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । Read More >
student-dies-after-collapsing-during-relay-race-at-school-annual-sports-in-sundargarh Read More >
ଝୁଲନ୍ତା ଅବସ୍ଥାରେ ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଯୁବତୀଙ୍କ ମୃତଦେହ ଉଦ୍ଧାର । ଆଠଗଡ ତାରିଣୀ ଛକରେ ଏକ ଭଡ଼ା ଘରେ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ପରେ ଘଟଣାର ବାବଦରେ ଅନ୍ୟ ହୋଟେଲ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରୁଛି। Read More >
ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କୁ ନେଇ ବଡ଼ ଖୁସି ଖବର ଆସିଛି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଡିସଚାର୍ଜ ହୋଇ ଘରକୁ ଫେରି ପାରନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । Read More >
ଭୁବନେଶ୍ୱର: ଗାଡ଼ିର ପିୟୁସିସି ସାର୍ଟିଫିକେଟ୍ ପାଇଁ ଦିଆଯାଇଥିବା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ପିୟୁସିସି ଅବଧି ବୃଦ୍ଧି ପାଇଛି । ଏ ନେଇ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । Read More >
ନୂଆବର୍ଷ ପୂର୍ବରୁ କଟକ ସହରର ରାଜନୀତି ସରଗରମ । କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଏହି ହୋର୍ଡିଂଟି ଲାଗିଥିବା ଦେଖିବାକୁ ମିଳିଛି । Read More >
ଭୁବନେଶ୍ୱର: ରାଜ୍ୟରେ ଓପିଏସ୍ ସ୍ତରରେ ପଦୋନ୍ନତି ହୋଇଛି । ରାଜ୍ୟ ସରକାର ୪୭ ଜଣ ଓପିଏସ୍ ଅଧିକାରୀଙ୍କ ଏସଡିପିଓ ଏବଂ ଉପ ଆରକ୍ଷୀ ଅଧିକ୍ଷକ ପଦକୁ ପଦୋନ୍ନତି କରିଛନ୍ତି । ସେହିପରି ଦୁଇ ଜଣ ଓପିଏସ୍ ଅଧିକାରୀ ଅତିରିକ୍ତ ଏସପି ପାହ୍ୟା ପାଇଛନ୍ତି । Read More >
Vigilance arrests Hatdihi's Bhuncho PEO Jitendra Jena; he has owns 6 expensive plots, a three-storey house and a market complex Read More >
kite-string-slits-throat-two-injured-in-cuttack Read More >
ଫେବ୍ରୁଆରୀ ୧ରେ ହେବ ଏନ୍ଏମ୍ଏମ୍ଏସ୍ ପରୀକ୍ଷା; ଏସ୍ସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି
ବନ୍ଧା ହେଲେ ବାରଙ୍ଗ କୋଟିପତି ଅତିରିକ୍ତ ତହସିଲଦାର; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
୩ ବରିଷ୍ଠ ଆଇଏଏସ ଅଧିକାରୀ ପଦୋନ୍ନତି
ଧୁରନ୍ଧର'କୁ ଭୟ କରୁଛନ୍ତି ଅକ୍ଷୟ କୁମାର!: ଏହି ଚଳଚ୍ଚିତ୍ର ତାରିଖକୁ ଘୁଞ୍ଚାଇ ଦେଲେ