ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ସେହିଭଳି ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି। Read More >
ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅପରାହ୍ନ ୫ଟା ସମୟରେ ବୈଠକ ବସିବ ପାଇଁ ସ୍ଥିର କରାଯାଇଛି । Read More >
ନିର୍ବାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ । ପାଖେଇ ଆସିଲାଣି ନିର୍ବାଚନ ସେଥିପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଅପ୍ରେଲ ୨୩ ତାରିଖ ମଙ୍ଗଳବାର ଦିନ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । Read More >
କୋରପୁଟ ଜିଲ୍ଲା ଜୟପୁର ପୁରୁଣା ମେଡିକାଲ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ଅଧାପୋଡା ଅବସ୍ଥାରେ ଜଣେ ଚା ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତାମ୍ବି ଆୟାର ବୋଲି ଜଣାପଡିଛି । ସୂଚନା ଅନୁସାରେ ତାମ୍ବି ତାୟାର ଜୟପୁର ପୁରୁଣା ଛକରେ ଏକ ଚା ଦୋକାନ କରିଥିଲେ । Read More >
ବାକି ଟଙ୍କା ମାଗିବାରୁ ଜାଳିଦେଲେ ଦୋକାନ। ନିଆଁରେ ପରିମାଣ ଏତେ ଅଧିକା ଥିଲା ଯେ ଦୋକାନ ଘରଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। Read More >
ପୋଲିସ ଗାଡ଼ିରୁ ହଟିବ ହଳଦିଆ ଲାଇଟ । ପୋଲିସ ଗାଡ଼ିରେ ଆଉ ଲାଗିବନି ହଳଦିଆ ରଙ୍ଗର ସାଇରନ ଲାଇଟ । Read More >
ସୀମାନ୍ତ ଅଞ୍ଚଳରେ କାରରୁ ଜବତ ହେଲା ପ୍ରାୟ ୩୦ ଲକ୍ଷ ଟଙ୍କା । ପୋଲିସ ଉକ୍ତ କାରକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା Read More >
ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। Read More >
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ । ଏହି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ତାମ୍ପଡା ରଘୁନାଥପୁର ଗାଁରେ। କିଛି ଦୁର୍ବୁତ୍ତ ଗାଁରେ ଜଣଙ୍କ ଘର କାନ୍ଥ ଭାଙ୍ଗି ପଶିବା ପରେ ଘରେ ନିଆଁ ଲଗାଇଦେଇଛନ୍ତି। Read More >
ମା ସରଣି ପାଟ ଠାକୁରାଣୀ ତାଙ୍କର ମହିମା କାହିଁ କେତେ ଦୂର କୋଷ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବିଯେନଗର ଗ୍ରାମରେ ମାଁଙ୍କ ଆସ୍ଥାନ। ଆରମ୍ଭ ହୋଇଯାଇଛି ମାଁଙ୍କର ଚଇତ୍ର ମାସ ଶୁକ୍ଲ ପକ୍ଷ ତିଥି ପୂର୍ଣ୍ଣିମା । ତେବେ ଏହି ଠାକୁରାଣୀ ଯାତ୍ରା ତିନି ଦିନ ଧରି ଚାଲିବ । Read More >
ବଲାଙ୍ଗୀର ରେ ଡାଇରିଆ ଆକ୍ରାନ୍ତ। ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁରେ ପ୍ରାୟ ୫୦ ରୁ ଅଧିକ ଲୋକ ଡ଼ାଇରିଆ ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଗତ ୫ଦିନ ହେଲା ଗାଁ ରେ ଚାଲିଥିଲା ଥିଲା ରାମଲୀଳା Read More >
ବରଗଡ ଟାଉନ ପୋଲିସକୁ ମିଳିଛି ଏକ ବଡ ସଫଳତା । ଧରା ପଡିଛି ଏକ କୁଖ୍ୟାତ ଡକାୟତ । ଦର୍ଶକ ବନ୍ଧୁ ଭୀଷଣ ଖରାରେ ଜଳୁଛି ସାରା ରାଜ୍ୟ । ଗ୍ରୀଷ୍ମର ପ୍ରଭାବରେ ଅପରାହ୍ନାରେ ଘରୁ କେହି ଲୋକେ ପାଦାକୁ ବାହାରୁ ନାଥିବା ସୁଯୋଗ ନେଇ ଡାକାୟତ ମାନେ ଡାକାୟତି କରିଛନ୍ତି । Read More >
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍
ଦିଲ୍ଲୀରେ କାନ୍ଥ ଭୁଶୁଡ଼ି : ୮ ଆହତ
ଆଜି ବସିବ ଛତିଶା ନିଯୋଗ ବୈଠକ
ନିର୍ବାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ