କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 4 ନାବାଳକ ବାଇକ ଆରୋହୀଙ୍କ ମୃତ୍ୟୁ
Khabar Odisha:Tragic-road-accident-in-Koraput-killing-4-juvenile-bike-riders
କୋରାପୁଟ, ଜୁଲାଇ ୦୩ (ଖବର ଓଡ଼ିଶା):

କୋରାପୁଟ ପାଡୁଆ ଡାକବଙ୍ଗଳା ୟୁ ଟର୍ଣ୍ଣ ଛକ ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 4 ନାବାଳକଙ୍କ ମୃତ୍ୟୁ । ଗୋଟିଏ ବାଇକରେ 4 ନାବାଳକ ଯାଉଥିବା ବେଳେ ଦୁର୍ଘଟଣା । ଭାରସ୍ୟାମ ହରାଇ ରାସ୍ତା ତଳକୁ ଖସିପଡିଥିଲା ବାଇକ । 

  • Tags:

Subscribe

National International State Sports Entertainment