ବର୍ଷର ବାରଟି ମାସ ଭିତରେ କାର୍ତ୍ତିକ ମାସଟି ଏକ ଧାର୍ମିକ ମାସ। ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ରାସ ପୂର୍ଣ୍ଣିମା ନାମରେ ଅଭିହିତ। ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ‘ବୋଇତ ବନ୍ଦାଣ’ ଦିବସ ନାମରେ ଖ୍ୟାତ। ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି। Read More >
pipili-tehsil-ri-caught-by-vigilance-while-taking-bribe Read More >
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ପୁରୀରେ ମୁତୟନ ହୋଇଛନ୍ତି ୪୫ ପ୍ଲାଟୁନ ପୁଲିସ ଫୋର୍ସ। Read More >
historical-bali-jatra-will-be-inaugurate-tomorrow Read More >
crime-branch-remands-shankar-prasthi-and-arvind-patti-for-five-days-in-police Read More >
deadline for plus two students for fromfillup has been extended Read More >
ଏହାରି ମଧ୍ୟରେ ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ ମଧ୍ୟ ସାମ୍ନାକୁ ଆସିଛନ୍ତି । ବିଜେଡ଼ି କୌଣସି ସାହାଯ୍ୟ ସହଯୋଗ କରିନଥିବାବେଳେ ଉପ ନିର୍ବାଚନ ପ୍ରଚାରରେ ତାଙ୍କ ସ୍ୱାମୀଙ୍କ ନାଁ ଏବଂ ଫଟୋକୁ ବ୍ୟବହାର ନ କରିବାକୁ ସଫା ସଫା ମନା କରିଦେଛନ୍ତି । Read More >
ସମ୍ବଲପୁର: ହୀରାକୁଦର ଗାନ୍ଧୀନଗରପଡ଼ାର କାଲୁ ବାହାଦୂର ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାତ୍ର ୨୪ ଘଣ୍ଟା ଭିତରେ ପୋଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । Read More >
ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣକ ପରେ ଜଣେ ବିଜେପି ନେତା କଡ଼ା ସମାଲୋଚନା କରିଛନ୍ତି । ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ନବୀନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ନବୀନ ପଟ୍ଟନାୟକ ବାବୁ, ଆପଣ କୁହନ୍ତୁ ବେଇମାନ କିଏ ? ଏଭଳି ପ୍ରଶ୍ନ କରିଛନ୍ତି ଅନିଲ । Read More >
ଭୁବନେଶ୍ୱର: ଆଜିକାଲି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା । ସେ ପୁଣି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀ ଛାତି ଉପରେ । ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ମା ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର । Read More >
odisha-cm-moham-majhi-campaigns-for-bjp-in-ghatsila-bypoll Read More >
ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରଣ କରିବ । ଏହି ଅବସରରେ ସାରା ରାଜ୍ୟରେ ଶ୍ରଦ୍ଧାର ସହିତ ଏହି ଦିନକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । Read More >
ଆଜି ପବିତ୍ର କାର୍ତ୍ତିକ ପର୍ଣ୍ଣିମା: ନୌବାଣିଜ୍ୟକୁ ମନେ ପକାଇ ଡଙ୍ଗା ଭସା
'୧୦% ଜନସଂଖ୍ୟା ସେନାକୁ ନିୟନ୍ତ୍ରଣ କରନ୍ତି', ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ହଙ୍ଗାମା, ବିଜେପି କହିଲା...
ବିହାରରେ ଏନଡିଏ ଜିତିଲେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ସ୍ପଷ୍ଟ କରି ଦେଲେ ଶାହ
Asia Cup 2025: ଦୁଇଟି ମ୍ୟାଚ୍ରୁ ବ୍ୟାନ ହେଲେ ହାରିସ ରୌଫ, ସୂର୍ଯ୍ୟ-ବୁମରାଙ୍କୁ ବି ମିଳିଲା ଦଣ୍ଡ