ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । Read More >
ଭୁନେଶ୍ୱର: ଗ୍ୟାସ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳରେ ଭୂତ୍ତଳ ଗ୍ୟାସ୍ ପ୍ରକଳ୍ପକୁ ସରଳୀକୃତ କରାଯାଇଛି । Read More >
Rukuna Rath Yatra tomorrow; Mahaprabhu Lingaraj will be seen in a 50-foot chariot Read More >
ପୁରୀ: ପୁଣି ଥରେ ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ଏବଂ ଆଉ ଗୋଟିଏ ପରେ ପତିତପାବନ ବାନା ପରିବର୍ତ୍ତନ ଚାଲିଥିବାବେଳେ ଶ୍ରୀମନ୍ଦିର ଉପରେ ଦୁଇ ଦୁଇଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । Read More >
raghunath-mohanty-and-jeevan-pradeep-das-join-bjd Read More >
odisha-crime-branch-arrests-kolkata-man-in-rs-12-33-crore-fraud Read More >
bjp-condemns-bjd-protest-by-wearing-black-clothes Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ବିଧାୟକ ରମାକାନ୍ତ ଭୋଇ । ସେ କହିଛନ୍ତି ଯେ ରାଜ୍ୟସଭାକୁ ଯିବାକୁ ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ ଥିଲେ । Read More >
most-wanted-maoists-surrender-with-sophisticated-weapons Read More >
ଭୁବନେଶ୍ୱର: ଗୋଟିଏ ସମୟରେ ଜନଗଣନା ତାଲିମ ଏବଂ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ । ତେଣୁ ମାଟ୍ରିକ୍ ଖାତା ମୂଲ୍ୟାୟନ ପରେ ଜନଗଣନା ତାଲିମ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି । Read More >
210-people-have-died-from-electrocution-in-three-years Read More >
କଟକ: ରାଜ୍ୟସଭା ନିର୍ବାଚନ ବେଳେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସମ୍ପୂର୍ଣ୍ଣ ଠିକ୍ ଅଛି । କଟକକୁ କିଏ କଳଙ୍କିତ କରୁଛନ୍ତି, ତାହା ସମସ୍ତେ ଜାଣନ୍ତି । ସେଥିରେ ଆଉ ଆଲୋଚନା କରିବାର କିଛି ଆବଶ୍ୟକତା ନାହିଁ କହିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । Read More >
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ନିୟମିତ ବ୍ୟବଧାନରେ ହେବ ଅଗ୍ନି ସୁରକ୍ଷା ଯାଞ୍ଚ
ସରଳୀକୃତ ହେଲା PNG ବିତରଣ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା
ଆସନ୍ତାକାଲି ରୁକୁଣା ରଥଯାତ୍ରା; ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ୫୦ ଫୁଟ୍ ରଥରେ ବିହାରିବେ ମହାପ୍ରଭୁ ଲିଙ୍ଗରାଜ
ଶ୍ରୀମନ୍ଦିର ନୀଳଚକ୍ର ନିକଟରେ ଉଡ଼ିଲା ଡ୍ରୋନ୍, ଚାଲିଥିଲା ବାନା ପରିବର୍ତ୍ତନ