ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ୨ଟି ପର୍ଯ୍ୟାୟରେ ରାଜ୍ୟରେ ଆବାସ ଦିବସ ପାଳନ କରାଯିବ । ପ୍ରତି ଜିଲ୍ଲା, ପୌରସଂସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ମେଳା ଆୟୋଜନ ହେବ । ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖିଛନ୍ତି । ଏହି ମେଳା ଆସନ୍ତାକାଲିଠୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ।
Read More >