ଭୁବନେଶ୍ଵର: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପୋଲିସକୁ ବଡ଼ ସଫଳତା ମିଳିଛି । ବେଆଇନ୍ ନିଶା କାରବାର, ଗଞ୍ଜେଇ ଚାଷ, ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ଜିରୋ ଟଲେରାନ୍ସ ନୀତିକୁ ଓଡ଼ିଶା ପୋଲିସ କଡ଼ାକଡ଼ି ଭାବେ ପାଳନ କରିଛି । ଦୁଇ ବର୍ଷ ମଧ୍ୟରେ ପୋଲିସ ୧,୯୧୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ।
Read More >