ଭୁବନେଶ୍ୱର: ଚଳିତ ରାଜ୍ୟସଭା ନିର୍ବାଚନରେ ଅନେକ ବିଦ୍ରୋହୀ ପୁଅ ଝିଅ ମାନଙ୍କୁ ଦେଖିବାକୁ ମିଳିଛି । ସୋଫିଆ ଫିର୍ଦ୍ଦୋସ, ସୌଭିକ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଅରବିନ୍ଦ ମହାପାତ୍ରଙ୍କ ପରେ ବର୍ତ୍ତମାନ ଆଉ ଜଣେ ବିଦ୍ରୋହୀ ପୁଅ ସାମ୍ନାକୁ ଆସିଛନ୍ତି, ସେ ହେଉଛନ୍ତି କଂଗ୍ରେସର ନିଲମ୍ବିତ ବିଧାୟକ ରମେଶ ଜେନା ।
Read More >