ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଉପହାର ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହରର ବିକାଶ ପାଇଁ ନିର୍ମାଣ ହେବ ୧୦ଟି ରାସ୍ତା । ଆଉ ବ୍ରହ୍ମପୁରରୁ ଜୟପୁରକୁ ଯୋଡ଼ିବାକୁ ୬ ଥାକିଆ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଣଷା କରିଛନ୍ତି ।
Read More >