କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ ହୋଇଛନ୍ତି । ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଡିଇଓ ଦିନେଶ ରାଉତ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଛନ୍ତି । ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । Read More >
Higher Education Dept Sets Aug 28 Deadline for Drug-Free Pledge Report Upload Read More >
Ravenshaw-Teachers-Go-on-Mass-Casual-Leave-Today-Protest Read More >
ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଟଙ୍କା । ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯିବ । Read More >
ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ହଳଦୀ ମୁହିଁ ଭଉଣୀ ସୁଭଦ୍ରା ବଡ଼ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ବାନ୍ଧିବେ ପାଟ ରାକ୍ଷୀ । ଯାହା ସବୁଠାରୁ ବଡ଼ ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀମନ୍ଦିରରେ ଆଜି ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । Read More >
ନେପାଳରେ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦାର ୨୦ ବର୍ଷୀୟା ଯୁବତୀ କୁଲସୁମ ନିଗାର ସୁରକ୍ଷିତ ଥିବା ଜଣାପଡ଼ିଛି। Read More >
ପାର୍ବଣ ପୂର୍ବରୁ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ଏଣିକି ରାତିରେ ମଦ୍ୟପାନ କରି ବୁଲିଲେ ଧରିବ ପୋଲିସ । ଗାଡି ସିଜ ହେବାସହ ଫୌଜଦାରୀ ମାମଲା ମଧ୍ଯ ଲାଗିପାରେ । Read More >
ଆଜି ପବିତ୍ର ରକ୍ଷା ବନ୍ଧନ। ସ୍ନେହ, ପ୍ରେମ ଓ ଶ୍ରଦ୍ଧା ର ଏହି ପବିତ୍ର ଦିନରେ, ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି, ଶୁଭ ମନାସିଥାଏ Read More >
ପଞ୍ଚମ ଦିନର ରୋମାଞ୍ଚକର ଖେଳ ଶେଷରେ ଶ୍ରୀଲଙ୍କା ନିଜର ଦ୍ୱିତୀୟ ଇନିଂସକୁ ୪୨୯/୯ ରନ୍ରେ ଘୋଷଣା କରିବା ପରେ ଉଭୟ ଦଳର ସମ୍ମତି କ୍ରମେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି Read More >
ଗଞ୍ଜାମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ଅଧିବାସୀଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ର କାର୍ଯ୍ୟକାରିତା ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି। Read More >
ଭଦ୍ରକ: ଇଦ୍ ପର୍ବର ଗୋଟିଏ ଦିନ ପରେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ନଙ୍ଗା ମହଲା ଅଞ୍ଚଳରେ ଅଘଟଣ ଘଟିଯାଇଛି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଲେ ନଙ୍ଗା ମହଲା ୧୮ ନମ୍ବର ୱାର୍ଡର ଶେଖ ନଇମଙ୍କର ବଡ଼ ପୁଅ ଶେଖ ମୁସ୍ତାଫ ରାଜା (୩୨) ଓ ତାଙ୍କ ସ୍ତ୍ରୀ ସାନୁ ବିବି (୨୭) । Read More >
ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଉପଆୟୁକ୍ତ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ମୀନାଙ୍କ ଇସ୍ତଫାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଅନ୍ତିମ ମୋହର ପାଇଁ ପଠାଇ ଦେଇଛନ୍ତି । Read More >
ହିମବାହ ଭୁଶୁଡ଼ି ୧.୨ କିମି ତଳକୁ ଖସିପଡ଼ିଲା, କ୍ଷୟକ୍ଷତି ଘଟାଇଲା
ଏସସିବି ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ
ଆଜି ସୁଦ୍ଧା ନିଶାମୁକ୍ତ ଶପଥ ରିପୋର୍ଟ ଦିଅ; କଲେଜକୁ ଉଚ୍ଚଶିକ୍ଷା ବିଭାଗର ଶେଷ ନିର୍ଦ୍ଦେଶ
'ଶହବାଜ୍ ସରକାର ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି'