ଓଡିଶା ଅଗ୍ନିଶମ ବିଭାଗର ବଦଳିଲା ନାମ | ଓଡିଶା ଅଗ୍ନିଶମ ବିଭାଗର ନାମ ବଦଳି ହେଲା ଓଡିଶା ଅଗ୍ନିଶମ ଓ ଜରୁରୀ ସେବା ବିଭାଗ | ବିଭାଗ ର ନାମ ପରିବର୍ତନ ନେଇ ରାଜ୍ୟସରକାରଙ୍କ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ | ଓଡିଶା ଅଗ୍ନିଶମ ବିଭାଗ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯାହା ସର୍ବଦା ସାଧାରଣ ଲୋକଙ୍କ ସେବାରେ ସବୁବେଳେ ନିୟୋଜିତ ଥାଏ |