ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟସ୍ଥ ପଥରଖଣି ରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ସମୟରେ ଖଣିର ମାଟି ଓ ପଥର ଅତଡା ଖସି ଯିବାରୁ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ମୋଟଙ୍ଗା ପୋଲିସ ଓ ଓଡାପଡା ତହସିଲଦାର ।
Read More >