commerce-and-transport-department-issues-guidelines-for-picnics-action-will-be-taken-if-not-followe Read More >
Chief Minister Mohan Majhi Arrives on an Elephant for Dhanu Jatra in Bargarh Read More >
Public interest litigation filed against Tata Power; demand for immediate withdrawal Read More >
bhubaneswar-patha-ustav-start-on-january-4 Read More >
all-govt-employees-leave-cancelled-in-puri-districts-for-new-year Read More >
ଯାଜପୁର: ଯାଜପୁରରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ମହିଳା ଜଣକ ହେଲେ ଯାଜପୁର ଖଣ୍ଡର ଅଞ୍ଚଳର ସୁଭଦ୍ରା ପାତ୍ର । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ଲୋକେ ବିକ୍ଷୋଭ କରିଛନ୍ତି । Read More >
ଭୁବନେଶ୍ୱର: କୌଣସି ସରକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଂରାଜୀ ନୂତନ ବର୍ଷ ପାଳନ ହେବ ନାହିଁ । ନୂଆ ବର୍ଷରେ କେହି ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି । Read More >
ସମ୍ବଲପୁର: ରେଢ଼ାଖୋଲ ବାଇପାସ୍ ରୋଡ୍ ନିର୍ମାଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି । Read More >
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ନୂତନ ବର୍ଷରେ ସଂଘର୍ଷରେ ପରିଣତ ହୋଇପାରେ । ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ ଏହି ଚେତାବନୀ ଦେଇଛି । ଏହା ବ୍ୟତୀତ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ମଧ୍ୟ ପୂର୍ବାନୁମାନ କରାଯାଇଛି । Read More >
chife-minister-mohan-majhi-distributed-1543-employment-letters Read More >
ପୁରୀ: ଆଉ ଗୋଟିଏ ଦିନ ପରେ ନୂତନ ବର୍ଷ ପାଦ ଥାପିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏସପି ପ୍ରତୀକ ସିଂହ କହିଛନ୍ତି । Read More >
କଟକ: ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଗାୟିକା ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ଗାୟକ ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟ ଯାଇଛନ୍ତି । ଉଭୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । Read More >
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ; ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଟାଟା ପାୱାର ବିରୋଧରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା; ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ, ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି
ଦୁଲୁକିବ ରାଜଧାନୀ, ଝୁମିବେ ଜନତା; ଆସନ୍ତା ୪ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ‘ପଥ ଉତ୍ସବ’
ପୁରୀର ସମସ୍ତ ଅଫିସର୍ଙ୍କ ଛୁଟି ବାତିଲ; ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ, ଆଜିଠୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି