ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ।ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି Read More >
କେନ୍ଦ୍ରାପଡ଼ା: ତିନି ମାସର ଦରମା ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶନିବାର ସଫେଇ କାମ ବନ୍ଦ କରି ୫୦ରୁ ଅଧିକ କର୍ମଚାରୀ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । Read More >
vocal-for-local-cm-majhi-hails-koraput-coffees-global-spotlight-at-brics-summit Read More >
nuapada-jailor-suspended-after-convicts-escape Read More >
low-pressure-system-moves-away-from-odisha Read More >
ମାଛ ଜାଲରେ ପଡିଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ରାହ୍ମଣୀକୋହ୍ଲା ଗାଁ ପାଖ ଚାଷଜମିରୁ ବଉଳା କୁମ୍ଭୀର ଉଦ୍ଧାର ହୋଇଛି। Read More >
କଳାହାଣ୍ଡି: ଲଗାଣ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କେନ୍ଦୁପାଟି ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଚାଷୀ । Read More >
teenage-motherhood-raises-concern-situation-serious-in-14-odisha-districts Read More >
prahlad-narayan-sharma-appointed-commissioner-of-puri-municipal-corporation Read More >
ଗଜପତି: ମହେନ୍ଦ୍ରତନୟା ନଦୀରେ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋଷାଣୀ ବ୍ଳକ ଅନ୍ତର୍ଗତ ଅମରା ଗ୍ରାମର ଦୁର୍ଗା ପ୍ରସାଦ ପାଣିଗ୍ରାହୀ (୬୯) ବୋଲି ସୂଚନା ମିଳିଛି। ନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ସେ ପାଣିରେ ଭାସିଯାଇଥିବା ଆଶଙ୍କା କରାଯାଉଛି। Read More >
ମୟୁରଭଞ୍ଜ: ଭାଇ ବଞ୍ଚାଇବାକୁ ଯାଇ ଚାଲିଗଲା ଦିବ୍ୟାଙ୍ଗ ଭଉଣୀର ଜୀବନ । ନଦୀରେ ବୁଡ଼ି ଦୁଇ ଜଣ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ମାଆର କୋଳ ଶୂନ୍ୟ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହ୍ଲାରପଦା ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା । ଯାହା ସମଗ୍ର ଅଞ୍ଚଳବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି । ମୃତକ ହେଲେ ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ । Read More >
PG Admission 2026, SAMS Odisha, Odisha PG Second Phase, CAF Apply, Higher Education Odisha, PG Merit List Read More >
ଦୁଇ ଦିନ ଧରି ଲଗାଣ ବର୍ଷାରେ ବୁଡିଲା ମାଲକାନଗିରିର ଅନେକ ସ୍ଥାନ
ଦରମା ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ ଧାରଣା
ଏବେ ୟୁପିଆଇ ପେମେଣ୍ଟ ଆଧାରରେ ମିଳିବ ଲୋନ, SBIର ବଡ ଉପହାର
ଜେଲ ଭିତରୁ ଫେରାର ଦୁଷ୍କର୍ମ କଏଦୀ; ଚାକିରି ହରାଇଲେ ଜେଲର ବଳରାମ ମାଝୀ