ମୟୁରଭଞ୍ଜ: ନିଖୋଜ ଝିଅକୁ ଖୋଜି ଖୋଜି ନୟାନ୍ତ ହୋଇଥିବାବେଳେ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ମିଳିଛି ମୃତଦେହ । ଦୁଇ ଦିନ ହେବ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଅଖା ଭିତରୁ ଉଦ୍ଧାର । Read More >
କଟକ: ମହମ୍ମଦ ମୋକିମଙ୍କ ନୂତନ ଦଳ ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ହେବ । ଆସନ୍ତା ଉତ୍କଳ ଦିବସରେ ଦେଖିବେ ଓଡ଼ିଶା ଜନତା କଂଗ୍ରେସ ସହିତ କିଏ ଅଛନ୍ତି ବା ନାହାଁନ୍ତି । ଆଜି ଇଦ୍ ଅବସରରେ ଦମ୍ଭର ସହ ବିଜେପି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଛନ୍ତି ପୂର୍ବତନ ବିଧାୟକ ମୋକିମ । Read More >
କେନ୍ଦୁଝର: କୋମଳ ମତି ବୟସରେ ବର୍ବର କାଣ୍ଡ । ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ଅମାନୁଷିକ ନିର୍ଯାତନା ଦେଇଛନ୍ତି । ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । Read More >
ଢେଙ୍କାନାଳ: ତିନି ଦିନ ହେଲାଣି ଭୋକ ଉପାସରେ ସ୍କୁଲ ପିଲା । ଢେଙ୍କାନାଳ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ବିଦ୍ୟାଳୟର ପ୍ରାୟ ୧୨ ଜଣ ପିଲା ଅଖିଆ ଅପିଆ ରହିଥିବା ଅଭିଯୋଗ ହୋଇଛି। ଶେଷରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି। Read More >
ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ କ୍ଷଣକ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘରର ଛାତ ଉଡି ଯାଇଛି। ତେବେ ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଘଟିଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାହାଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ କିନ୍ତୁ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। Read More >
ମୟୁରଭଞ୍ଜ: ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରାସ୍ତା ମଝିରେ ଦୁଇ ଜଣଙ୍କୁ ଅତି ନିର୍ମମଭାବେ ହାଣିଦେଲେ ଦୁର୍ବୃତ୍ତ । ଫଳରେ ୱାର୍ଡେନଙ୍କର ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଗୁରୁତର ଅଛନ୍ତି । Read More >
ଭୁୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ୫ ଦିନ ବିତି ଯାଇଥିଲେ ହେଁ ରାଜନୀତି ଥମୁନି । କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ କଂଗ୍ରେସ ନିଲମ୍ବିତ କରିଥିବା ବେଳେ ବିଜେଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି Read More >
ଭୁବନେଶ୍ୱର: ଆଜି ହେଉଛି ଇଦ୍-ଉଲ୍-ଫିତର୍ । ସାରା ଦେଶରେ ମୁସଲମାନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । Read More >
ଭୁବନେଶ୍ୱର: ବିଜୁ ଜନତା ଦଳରେ ଦଳୀୟ କନ୍ଦଳ ଆଉ କାହାକୁ ଅଛପା ନାହିଁ । ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯିବା ପରେ କର୍ମୀଙ୍କ ବିରୋଧରେ ଆକ୍ରୋଶ ବୃଦ୍ଧି ପାଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ ନିଲମ୍ବିତ ବିଧାୟକମାନ ତୁମୁଳ କାଣ୍ଡ ଘଟାଇଛନ୍ତି । Read More >
ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସାଙ୍ଗମକାରୀ କୀଟ ପ୍ରକଳ୍ପ, ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳର ମିଳିତ ପ୍ରାୟସରେ ଦୁଇଦିନିଆ ଫେଣା ମହୁର ଉତ୍ପାଦନ କୌଶଳ ଏବଂ ଚାଷୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l Read More >
କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳ ରୁ ଗୁରବାର ବିଳମ୍ବିତ ରାତିରେ ଚୋରାରେ ଶାଳ କାଠରେ କଟା ଯାଇଥିବା ଚୌ କାଠ କୁ ୬ ଟି ବାଇକ ରେ ଆନନ୍ଦପୁର ଅଞ୍ଚଳ କୁ ନେଇ ଯାଉଥିବା ବେଳେ ସାତକୋଶିଆ ରେଞ୍ଜ କର୍ମଚାରୀ ମାନେ ଚୌ କାଠ ସହ ବାଇକ ଗୁଡିକୁ ଜବତ କରିଛନ୍ତି। Read More >
ଓଡ଼ିଶା ରାଜ୍ୟ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ଏକ ବସ୍ ଆନ୍ଧ୍ରପ୍ରଦେଶର ତାରାପୁରମ୍ ନିକଟରେ ଜଳିଯାଇଛି। ଏହି ବସ୍ଟି ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଥିଲେ ମଧ୍ୟ ଏଥିରେ ଥିବା ସମସ୍ତ ୪୨ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। Read More >
GPS ଓ ଲାଇଟ୍ ଅଫ୍ କରି କେମିତି ହାର୍ମୁଜ୍ ମାର୍ଗ ଆତିକ୍ରମ କଲା ଭାରତୀୟ ଜାହଜ ?
PF ଉଠାଇବା ଝଞ୍ଜଟ ଶେଷ! EPFO 3.0 ରେ ନୂଆ ବ୍ୟବସ୍ଥା ଲାଗୁ, ଜାଣନ୍ତୁ କଣ ମିଳିବ ବଡ଼ ଫାଇଦା
ପଶ୍ଚିମବଙ୍ଗରେ ଇଦ୍କୁ ନେଇ ରାଜନୀତି ଜୋରଦାର, ମମତାଙ୍କ ଉପରେ ପୁଣି ବର୍ଷିଲେ ଶୁଭେନ୍ଦୁ; କହିଲେ- ଆମକୁ ଖୁସି କରୁଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ
ଭାରତ ଆମେରିକାକୁ ଦେଲା ନିଜର ବେସ୍! ଭାଇରାଲ ଦାବି ଉପରେ ସରକାର କ’ଣ କହିଲେ?