ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ସାରା ଦେଶରେ ପାଳିତ ହେଉଛି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । Read More >
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ନିୟୁ ଆଜାଦନଗରରେ ଘଟିଥିବା ଚାଞ୍ଚଲ୍ୟକର ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ଜାତୀୟ ତଦ Read More >
ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଏବଂ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ କଟକ ସ୍ଥିତ ରାଜସ୍ୱ ପର୍ଷଦ (ବୋର୍ଡ ଅଫ୍ ରେଭେନ୍ୟୁ) ପକ୍ଷରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଓ.ଏସ୍.ଏସ୍. Read More >
ନୂଆଦିଲ୍ଲୀ: ଦୀର୍ଘଦିନରୁ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏ Read More >
ଗଜପତି ଜିଲ୍ଲାର ରାୟଗଡ ବ୍ଲକ କଇପୁର ସ୍ଥିତ ମହେନ୍ଦ୍ରଗିରି ପର୍ବତ ଠାରେ ଆଜିଠାରୁ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନଶିପ୍ ଆରମ୍ଭ ହୋଇଛି Read More >
ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି Read More >
ଦୀର୍ଘ ଦିନର ଦାବି ହେଲା ପୂରଣ। କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି Read More >
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡ଼ିଓ ସଞ୍ଜୀବ କୁମାର ମହାପାତ୍ରଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଫିସ୍ ଅର୍ଡର ଜାରି ହୋଇଛି । Read More >
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୋକିଆ ଗାଁରେ ଅଭାବନୀୟ ଘଟଣା । ଏକ କାଜୁ ବାଡ଼ିରୁ ଜଣେ ବିବାହିତ ପୁରୁଷ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ମୋକିଆ ଗାଁର ପବିତ୍ର ଭତରା । Read More >
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର କିଛି ବିଶୃଙ୍ଖଳାକାରୀ କର୍ମକର୍ତ୍ତା ରହିଛନ୍ତି । ଯଦି ସମୟ ଥିବା ପୂର୍ବରୁ ନ ସୁଧୁରନ୍ତି, ତେବେ ଆଗାମୀ ଦିନରେ କଡ଼ା ଆକ୍ସନ ହେବ ବୋଲି ଚେତାବନୀ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । Read More >
:ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆଜି ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । Read More >
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍ ଟ୍ରେନରୁ ୩୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଚାଲାଣରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଜିଆର୍ପି ପୋଲିସ ଗିରଫ କରିଛି । ଯେଉଁଥିରେ ଦୁଇ ଜଣ ଅଣଓଡ଼ିଆ ଏବଂ ଚାରି ଜଣ ଓଡ଼ିଆ ସାମିଲ ଅଛନ୍ତି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ଚର୍ଚ୍ଚା ଜୋର ଧରିଛି। Read More >
ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ, ଆଜିଠାରୁ ଆରମ୍ଭ ହେବ "ଶିଶୁ ଶ୍ରମିକ ମୁକ୍ତ ଅଭିଯାନ"
ଶେଷ ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ, ମୋଦୀଙ୍କ ଉଦ୍ୟମକୁ ପ୍ରଶଂସା କଲେ ପୁତିନ
ଆଜି ହେଉଛି ୨ ମହାନ ଜନନାୟକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂରଙ୍କ ଜୟନ୍ତୀ
ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ ଆନ୍ଦୋଳନ, ୫,୦୦୦ ସୁରକ୍ଷାକର୍ମୀ ମୁତୟନ