ଗଜପତି: ମହେନ୍ଦ୍ରତନୟା ନଦୀରେ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋଷାଣୀ ବ୍ଳକ ଅନ୍ତର୍ଗତ ଅମରା ଗ୍ରାମର ଦୁର୍ଗା ପ୍ରସାଦ ପାଣିଗ୍ରାହୀ (୬୯) ବୋଲି ସୂଚନା ମିଳିଛି। ନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ସେ ପାଣିରେ ଭାସିଯାଇଥିବା ଆଶଙ୍କା କରାଯାଉଛି। Read More >
ମୟୁରଭଞ୍ଜ: ଭାଇ ବଞ୍ଚାଇବାକୁ ଯାଇ ଚାଲିଗଲା ଦିବ୍ୟାଙ୍ଗ ଭଉଣୀର ଜୀବନ । ନଦୀରେ ବୁଡ଼ି ଦୁଇ ଜଣ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ମାଆର କୋଳ ଶୂନ୍ୟ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହ୍ଲାରପଦା ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା । ଯାହା ସମଗ୍ର ଅଞ୍ଚଳବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି । ମୃତକ ହେଲେ ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ । Read More >
PG Admission 2026, SAMS Odisha, Odisha PG Second Phase, CAF Apply, Higher Education Odisha, PG Merit List Read More >
ମାଲକାନଗିରି: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ମାନକାନଗିରିରେ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛି । ଏହା ସହିତ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । Read More >
ଭୁବନେଶ୍ୱର: ଓଡ଼ିଶାରୁ ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ୫ଟି ଓରାଙ୍ଗଉଟାନ୍ ଶାବକ ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ରହସ୍ୟ ଘନଉଛି। ଏହି ବନ୍ୟପ୍ରାଣୀ ଚୋରାଚାଲାଣ Read More >
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଶନିବାର ଦିନ ମଧ୍ୟ ରାଜ୍ୟରେ ବର୍ଷାର ପ୍ରକୋ Read More >
ଦୁବାଇ/ଭୁବନେଶ୍ୱର: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ Read More >
ଭିଜିଲାନ୍ସ ଜାଲରେ ପଡିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାର ଏଏସଆଇ (ASI) ସୁଜିତ ପାଣିଗ୍ରାହୀ Read More >
ଆସନ୍ତା ଗଣେଶ ପୂଜା ଏବଂ ଭସାଣି ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଭଦ୍ରକ ଉପଜିଲ୍ଲାପାଳଙ୍କ ଦ୍ୱାରା ଡିଜେ (DJ) ବଜାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି Read More >
ରିଲ୍ସ ନିଶା ପଡ଼ିଲା ମହଙ୍ଗା । ୮ ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ । ୫ଯୁବକ ଓ ୩ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି । Read More >
ଭୁବନେଶ୍ୱର: ରାଜଧାନୀର ଭୁବନେଶ୍ୱର ଆର୍ ଆଣ୍ଡ୍ ବି ଡିଭିଜନ୍-୧ ରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗକୁ ରାଜ୍ୟ ସରକାର Read More >
ଆପଣ ବଜାରରୁ ଆଣି ଖାଉଥିବା କଦଳୀରେ କ'ଣ ସତରେ ରହିଛି ଭରପୁର ପ୍ରୋଟିନ ନା ରହିଛି ବିଷ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି Read More >
ମହେନ୍ଦ୍ରତନୟାରେ ବୁଡ଼ି ବୃଦ୍ଧ ନିଖୋଜ
୨୧୮ଟି ଜିଲ୍ଲାରେ ମରୁଡ଼ି ଭଳି ପରିସ୍ଥିତି; ୮୬ଟି ଜିଲ୍ଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଲା
ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଦିବ୍ୟାଙ୍ଗ ଭଉଣୀ, ଏକାବେଳେ ଭାଇ ଭଉଣୀ ମୃତ
ଆଜିଠୁ PG ଆଡମିଶନର ଦ୍ୱିତୀୟ ପର୍ଯ୍ୟାୟ; ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ CAF ଆବେଦନ, ୨୪ରେ ପ୍ରକାଶ ପାଇବ ଆଲଟମେଣ୍ଟ