ବାଙ୍କୀ ଡବଲ ମର୍ଡର ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲା କଂଗ୍ରେସ ଦଳ
Khabar Odisha:Banki-double-murder-case-congress-press-conference-for-crimebranch-investigation
ଭୁବନେଶ୍ୱର, ଫେବୃଆରୀ ୨୦ (ଖବର ଓଡ଼ିଶା):

ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡ଼ରକୁ ନେଇ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ । ଭଗବାନ ସ୍ବାଇଁ ଓ ଆଦିତ୍ୟ ରଣସିଂହଙ୍କୁ ଅତି ନିର୍ମମ ଭାବେ ଦିନ ଦ୍ୱିପ୍ରହରରେ ନିର୍ମାମ ହତ୍ୟା କରାଯାଇଛି...ଭଗବାନ ସ୍ବାଇଁ ନିଜ ମୃତ୍ୟୁକାଳୀନ ଜମାନବନ୍ଦିରେ ଅଭିଯୁକ୍ତଙ୍କ ନାଁ କହିଛନ୍ତି...ହେଲେ ସଠିକ ଭାବେ ତଦନ୍ତ ହେଉନାହିଁ...ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଛି...ତେଣୁ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କରୁଛି କଂଗ୍ରେସ...ନହେଲେ ରାଜରାସ୍ତାକୁ ଓଲହାଇବାକୁ ଚେତାବନୀ ଦେଲା କଂଗ୍ରେସ...

ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ ।

  • Tags:

Subscribe

National International State Sports Entertainment