ଧାମନଗରର କପାଳି ନଦୀ ପୁଣି କୁମ୍ଭୀର ଆତଙ୍କ। ନଦୀ ଉପର ମୁଣ୍ଡରେ କୁମ୍ଭୀର ରହିଥିବା ଦେଖିବାକୁ ପାଇଲେ ଗ୍ରାମବାସୀ। ଯାହାଫଳରେ ଉକ୍ତ ସ୍ଥାନରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହିତ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଏହାପରେ ତୁରନ୍ତ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନଦୀ ନିକଟକୁ ନଯିବାକୁ ସମସ୍ତଙ୍କୁ ବାରଣ କରିଛି।
Read More >