ପୁରୀ: ଆଉ ଗୋଟିଏ ଦିନ ପରେ ନୂତନ ବର୍ଷ ପାଦ ଥାପିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏସପି ପ୍ରତୀକ ସିଂହ କହିଛନ୍ତି । Read More >
କଟକ: ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଗାୟିକା ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ଗାୟକ ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟ ଯାଇଛନ୍ତି । ଉଭୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । Read More >
ଆଜି ପବିତ୍ର ଶାମ୍ବଦଶମୀ ।ଆଜିର ଦିନରେ ପରିବାର ଓ ସନ୍ତାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ । ଏନେଇ ପବିତ୍ର ଶାମ୍ବଦଶମୀରେ ସୂର୍ଯ୍ୟ ପୂଜା କରିବା ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ କୋଣାର୍କ ଅନନ୍ତ ଅବଧୂତ ମଠରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ଯାତ୍ରା କରିଥାଏ l Read More >
vigilance-unearths-massive-cash-haul-gold-and-prime-properties-linked-to-barang-addl-tahasildar Read More >
customs-department-seized-marijuana-from-bhubaneswar-airport Read More >
Nandankanan will be world class zoo; cost 120 crores Read More >
ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି ନିଷ୍ପତ୍ତି ଅନୁସାରେ ହେବ । Read More >
କଟକ/କେନ୍ଦୁଝର: ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଏବଂ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । Read More >
ସଡ଼କ ଦୁର୍ଘଟଣାରେ ମହିଳାଙ୍କ ଚାଲିଗଲା ଜୀବନ, ଦୁଇ ଆହତ । ଏଭଳି ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସାତମାଇଲ ଛକରେ । ରାତି ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଥିବାର ଜଣାପଡିଛି । Read More >
ନୂଆଦିଲ୍ଲୀ: ଆସାମରେ ପହଲଗାମ ଆକ୍ରମଣକାରୀଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଛି । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ବାଂଲାଦେଶୀ ଛଡ଼ାଇ ନେଇଥିବା ଜଣାପଡ଼ିଛି । ଆସାମ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଏହା ସମ୍ପୂର୍ଣ୍ଣ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି କହିଛି ପୋଲିସ । Read More >
ଚାଲିଥିଲା ବେଆଇନ କଫ ସିରପ କାରବାର, ୩ ଜଣକୁ ଗିରଫ କଲା ପୋଲିସ l ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପୋଲିସ ବେଆଇନ କଫ ସିରପ କାରବାର ନେଇ ଖବର ପାଇଥିଲା l ଏନେଇ ପୋଲିସ ପାଟଣାଗଡ ରାମପୁର ପେଟ୍ରୋଲ ପମ୍ପ ନିକଟରୁ ବାଇକରେ ଯାଉଥିବା ୩ ଜଣକୁ ସନ୍ଦେହ କରି ଅଟକାଇଥିଲେ Read More >
ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । Read More >
କୁହୁଡ଼ି ପାଇଁ ବାତିଲ ହେଉଛି ବିମାନ, ନିର୍ଦ୍ଦେଶନାମା ଜାରି କଲା ବେସାମରିକ ମନ୍ତ୍ରଣାଳୟ
ପାଖେଇ ଆସୁଛି ନୂତନ ବର୍ଷ, ସଜାଗ ପୁରୀ ପୋଲିସ
ଶାମ୍ବଦଶମୀରେ କୋର୍ଣ୍ଣାର୍କରେ ଗଡ଼ିଲା ସୂର୍ଯ୍ୟ ରଥ, ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି; ଚଢ଼ାଉ ବେଳେ ଘରୁ ମିଳିଲାଣି ପୁଳା ପୁଳା ସୁନା ସହିତ ଲକ୍ଷାଧିକ ଟଙ୍କା