ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି, ଜୁନ୍ ୧୭ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ
Khabar Odisha:All-school-and-college-remain-closed-up-to-Jun-17
ଭୁବନେଶ୍ୱର, ଏପ୍ରିଲ 09( ଖବର ଓଡ଼ିଶା):

 ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଜୁନ ୧୭ ଯାଏଁ ବନ୍ଦ ରହି ସମସ୍ତ ଶିକ୍ଷାନୁଷ୍ଠାନ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ଭିଡିଓ conferencing ଜରିଆରେ ରାଜ୍ୟ କ୍ୟାବିନେ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକର ଜୁନ ୧୭ ଯାଏଁ ସ୍କୁଲ କଲେଜ ବନ୍ଦ ରହିବାକୁ ଘୋଷଣା କରିଛନ୍ତି । ଏହା ସହ ଲକ୍ ଡାଉନ୍ ଅବଧି ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପାଇଁ ନିଷ୍ପତି ନେଇଛନ୍ତି ।

  • Tags:

Subscribe

National International State Sports Entertainment