ଦୁର୍ଗାପୂଜା ଅବସରରେ ଉତ୍ସବ ମୁଖର ହୋଇଛି ପୁରା ଦେଶ ।ମାଙ୍କ ଆଗମନ ପାଇଁ ବେଶ ଉତ୍ସାହିତ ଅଛନ୍ତି ଦେଶବାସୀ । ଏହି ଅବସରରେ ମା'ଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ପ୍ରସ୍ତୁତି ଚଳାଇଛନ୍ତି ।
କେବଳ କାଚ ବ୍ୟବହାର କରାଯାଇଛି । ଏଥିସହ ବିଭିନ୍ନ ରଙ୍ଗବେରଙ୍ଗର କାଚ ମଧ୍ୟ ଯୋଡାଯାଇଛି। ଏହାକୁ ଏପରି ଭାବରେ ତିଆରି କରାଯାଇଛି, ଯେମିତି କି ଏଥିରେ ଆଲୋକ ପଡିବା ମାତ୍ରେ ହିଁ ଏହା ରଙ୍ଗ ବିରଙ୍ଗ ଆଲୋକ ରେ ଝଲସିବ । ଏହି ମେଢ଼ ତିଆରି ପାଇଁ ପ୍ରାୟ 7 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ତେବେ ଲୋକମାନେ ଏ ବର୍ଷ ଆଉ ଏକ ନୂଆ ଢ଼ଙ୍ଗରେ ମା'ଙ୍କ ମେଢ଼ ଦେଖିପାରିବେ ।