ଏମସ ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ ! ଭୁବନେଶ୍ବର, ମେ ୨୧(ଖବର ଓଡ଼ିଶା) Share story: ରାଜ୍ୟରେ ଟମାଟୋ ଫ୍ଲୁ ଆଶଙ୍କା ନେଇ ଏମସ୍ ପକ୍ଷରୁ ପ୍ରତିକ୍ରିୟା । ଏମସ୍ ର ଆଡିଶନାଲ ସୁପରିଟେଣ୍ଡଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ଙ୍କ ପ୍ରତିକ୍ରିୟା । ଏମସ୍ କୁ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରତିଦିନ ୪-୫ ଜଣ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରାୟ ୨ ସପ୍ତାହ ହେବ ଏଭଳି ଲକ୍ଷଣ ତିବା ରୋଗୀ ଏମସ୍ କୁ ଆସୁଛନ୍ତି । ସେମାନଙ୍କୁ ଓପିଡିରେ ଚିକିତ୍ସା କରିବା ପରେ ଛାଡି ଦିଆଯାଉଛି । ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଅଭିଭାବକଙ୍କୁ ପରାମର୍ଶ ଦିଆଯାଉଛି । ଲକ୍ଷଣ ଯୁକ୍ତ ପିଲାଙ୍କୁ ଆଇସୋଲେସନ ରେ ରଖିବାକୁ ପରାମର୍ଶ ଦିଆଯାଉଛି । ଖବର ଓଡ଼ିଶା, Reporter, 21/05/2022