ଅଗଷ୍ଟ ୩୦: ଗୁଆହାଟି ଏବଂ ଥିରୁବନନ୍ତପୁରମ୍ ଠାରେ ଭାରତର ୱାର୍ମ ଅପ୍ ମ୍ୟାଚ୍
ଅଗଷ୍ଟ ୩୧: ଚେନ୍ନାଇ (ଅଷ୍ଟ୍ରେଲିଆ ବିପକ୍ଷରେ), ଦିଲ୍ଲୀ (ଆଫଗାନିସ୍ତାନ ବିପକ୍ଷରେ) ଏବଂ ପୁଣେ (ବାଂଲାଦେଶ ବିପକ୍ଷରେ) ରେ ଭାରତ ମ୍ୟାଚ୍ ।
ସେପ୍ଟେମ୍ବର ୧: ଧର୍ମଶାଳା (ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ), ଲଖନଉ (ଇଂଲଣ୍ଡ ବିପକ୍ଷରେ) ଏବଂ ମୁମ୍ବାଇ (ଶ୍ରୀଲଙ୍କା ବିପକ୍ଷରେ) ରେ ଭାରତ ମ୍ୟାଚ୍
ସେପ୍ଟେମ୍ବର ୨ :: ବେଙ୍ଗାଲୁରୁ (ନେଦରଲ୍ୟାଣ୍ଡ ବିପକ୍ଷରେ) ଏବଂ କୋଲକାତା (ଦକ୍ଷିଣ ଆଫ୍ରିକା ବିପକ୍ଷରେ) ରେ ଭାରତ ମ୍ୟାଚ୍
ସେପ୍ଟେମ୍ବର ୩: ଅହମ୍ମଦାବାଦରେ ଭାରତ ମ୍ୟାଚ୍ (ପାକିସ୍ତାନ ବିପକ୍ଷରେ)
ସେପ୍ଟେମ୍ବର ୧୫: ସେମିଫାଇନାଲ (ମୁମ୍ବାଇ ଏବଂ କୋଲକାତାରେ) ଏବଂ ଫାଇନାଲ (ଅହମ୍ମଦାବାଦରେ)
କ୍ରିକେଟ ବିଶ୍ୱକପ୍ ୨୦୨୩ ପାଇଁ କିପରି ଟିକେଟ୍ ବୁକ୍ କରିବେ ସେ ସମ୍ବନ୍ଧୀୟ ଗାଇଡ୍ ।
ସ୍ଟେପ ୧
ଆଇସିସିର ଅଫିସିଆଲ୍ ଟିକେଟ୍ ୱେବସାଇଟ୍ https://tickets.cricketworldcup.com କୁ ଲଗ୍ ଇନ୍ କରନ୍ତୁ ।
ସ୍ଟେପ ୨
ପତାକା ଉପରେ କ୍ଲିକ୍ କରି 'ଭାରତ' ବାଛନ୍ତୁ ।
ସ୍ଟେପ ୩
ସେହି ଅନୁଯାୟୀ ଟିକେଟ୍ ବୁକ୍ କରିବା ପାଇଁ ଭେନ୍ୟୁ ସିଲେକ୍ଟ କରନ୍ତୁ ।
ସ୍ଟେପ ୪
ଟିକେଟ୍ କିଣିବାକୁ ଚାହୁଁଥିବା ମ୍ୟାଚ୍ ଚୟନ କରନ୍ତୁ ।
ସ୍ଟେପ ୫
ବୁକ୍ମିଶୋ ଆପଣଙ୍କୁ ଧାଡିରେ ଆଡ଼୍ କରିବ । ଏହିସମୟରେ ବ୍ୟାକ କିମ୍ବା ରିଫ୍ରେଶ ବଟନ୍ ଦବାନ୍ତୁ ନାହିଁ କାରଣ ଆପଣ ଧାଡିରୁ ବାହାରିଯିବେ ଏବଂ ପୁନର୍ବାର ଧାଡିରେ ପ୍ରବେଶ କରିବା ପାଇଁ ପୂର୍ବର ସମସ୍ତ ପ୍ରକ୍ରିୟା ଆଉଥରେ କରିବାକୁ ପଡିବ ।
ସ୍ଟେପ ୬
ETA (ପହଞ୍ଚିବାର ଆନୁମାନିକ ସମୟ) ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ୱେବସାଇଟ୍ ଆପଣଙ୍କୁ ଷ୍ଟାଡିୟମ୍ ଲେଆଉଟ୍ କୁ ନେଇଯିବା । ସେଠାରେ ଆପଣ ବିଭିନ୍ନ ମୂଲ୍ୟ ପରିସର ଅନୁଯାୟୀ ଆପଣଙ୍କର ମନପସନ୍ଦ ଟିକେଟ୍ ବାଛିପାରିବେ ।
ଅଧିକ ପଢନ୍ତୁ,ଆଜିଠୁ ଆରମ୍ଭ ହୋଇଗଲାଣି ଏସିଆ କପ୍, ପାକିସ୍ତାନ ଓ ନେପାଳ ପ୍ରଥମ ମ୍ୟାଚ