୨୨ ବର୍ଷୀୟ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଅମନ ରାଓ ପେରାଲା ତେଲେଙ୍ଗାନା ଟି୨୦ ଲିଗ୍ରେ ଝଡ଼ ସୃଷ୍ଟି କରିଛନ୍ତି। ସେ ଭାରତୀୟ ଘରୋଇ ଟି୨୦ କ୍ରିକେଟ୍ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମେଡାକ୍ ଫାଲକନ୍ସ ବିପକ୍ଷରେ ମାତ୍ର ୩୨ ବଲ୍ରେ ଶତକ ହାସଲ କରିଥିଲେ, ଯାହା ଦ୍ୱାରା ଭାରତୀୟ ଘରୋଇ ଟି୨୦ ଲିଗ୍ରେ ଦ୍ରୁତତମ ଶତକର ରେକର୍ଡ ସ୍ଥାପନ ହୋଇଥିଲା। ବ୍ୟାଟ୍ସମ୍ୟାନ୍ମାନେ ବର୍ତ୍ତମାନ ଭାରତୀୟ ଘରୋଇ କ୍ରିକେଟ୍ରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି।
Read More >