ଲକଡାଉନ ସମୟସୀମାକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାରଙ୍କୁ ପରାମର୍ଶ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
Khabar Odisha:Telangana-chief-minister-advises-central-government-to-extend-lockdown-deadline-by-two-more-weeks
ତେଲେଙ୍ଗାନା, ଏପ୍ରିଲ ୦୬ (ଖବର ଓଡ଼ିଶା):

ଆସନ୍ତା 14 ତାରିଖ ଦିନ ଶେଷ ହେଉଥିବା ଲକଡାୁନ ସମୟ ସୀମାକୁ ଆଉ 14 ଦିନ ପର୍ଯ୍ୟନ୍ତ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। 

ଯଦିଓ ଦେଶରେ ଲକଡାଉନ ବୃଦ୍ଧି ନେଇ କୌଣସି ବି ନିଷ୍ପତି ନିଆଯାଇନାହିଁ । ତଥାପି ବିସିଜି ରିପୋର୍ଟକୁ ଦର୍ଶାଇ ସେ ଦେଶରେ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିସିଜି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ଯଦି ଭାରତ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାହୁଁଛି ତେବେ ସମଗ୍ର ଭାରତରେ 3 ଜୁନ୍ ପର୍ଯ୍ୟନ୍ତ ଲକଡାଉନକୁ ବଳବତ୍ତର ରଖିବା ପାଇଁ ପରାମର୍ଶ ଦିଆଯାଇଛି।

  • Tags:

Subscribe

National International State Sports Entertainment