ଉତ୍ତର ଭାରତର ପାର୍ବତ୍ୟ ଏବଂ ସମତଳ ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ ମାସ ମୌସୁମୀ ଋତୁ ପରି ଅନୁଭବ ହେଉଛି। ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ପାହାଡ଼ି ରାଜ୍ୟ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା, ଶିଳାବୃଷ୍ଟି ଏବଂ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ବାଧାପ୍ରାପ୍ତ କରିଛି।
Read More >