ବିହାରରେ ବାଣ ପଡି ଏକ ଘର ଜଳିବା ସହ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିବାହ ଉତ୍ସବରେ ଫୁଟୁଥିବା ବାଣ ଘରେ ପଡିଯାଇଥିଲା, ଯାହାଫଳରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଭଳି ଅଘଟଣ ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାର ଅଣ୍ଟୋର ଗାଁରେ । ସୂଚନା ଅନୁଯାୟୀ, ଅଣ୍ଟୋର ଗାଁରେ ଏକ ବିବାହ ପ୍ରୋସେସନ ଚାଲିଥିଲା।
Read More >