ଏସିଆର ସବୁଠାରୁ ବୟସ୍କ ହାତୀ ଭାବରେ ପରିଚିତ 'ବତ୍ସଳା'ର ମୃତ୍ୟୁ ଘଟିଛି। ଏହି ଖବର ସମସ୍ତ ପଶୁପ୍ରେମୀଙ୍କ ମନରେ ଦୁଃଖ ଆଣିଦେଇଛି। ମଧ୍ୟପ୍ରଦେଶର ପନ୍ନା ବ୍ୟାଘ୍ର ସଂରକ୍ଷଣରେ ୧୦୦ ବର୍ଷରୁ ଅଧିକ ବୟସ ହୋଇଥିବା 'ବତ୍ସଳା'ର ମୃତ୍ୟୁ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମନରେ ଦୁଃଖ ଆଣିଛି। ବ୍ୟାଘ୍ର ସଂରକ୍ଷଣର ଅଧିକାରୀ ଏବଂ କର୍ମଚାରୀମାନେ ତାର ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି।
Read More >