ଆତ୍ମନିର୍ଭରଶୀଳତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ଏହି ଆତ୍ମନିର୍ଭରଶୀଳତା କେବଳ ଉତ୍ପାଦ ସ୍ତରରେ ନୁହେଁ, ବରଂ ଏହାର ଯନ୍ତ୍ରାଂଶ (components) ସ୍ତରରେ ମଧ୍ୟ ଜରୁରୀ। ଅର୍ଥାତ୍, ଡ୍ରୋନର ଢାଞ୍ଚା ଠାରୁ ଆରମ୍ଭ କରି ଏହାର ସଫ୍ଟୱେର୍, ଇଞ୍ଜିନ୍ ଏବଂ ବ୍ୟାଟେରୀ ପର୍ଯ୍ୟନ୍ତ, ସବୁକିଛି ଭାରତରେ ହିଁ ପ୍ରସ୍ତୁତ ହେବା ଉଚିତ।"
Read More >