ଫେବ୍ରୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଥିଲା। ଭାରତୀୟ ମାଲବାହୀ ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିଲେ। ତା’ପରେ, ଫେବ୍ରୁଆରୀ ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲେ, ଯାହା ଫଳରେ ଭାରତ ସମେତ ଅନେକ ଦେଶର ଜାହାଜ ଫସି ରହିଥିଲେ।
Read More >