ତାଇୱାନ ଏକ ଶାନ୍ତିପ୍ରିୟ ଦେଶ କିନ୍ତୁ ଆଜି ସେ ଅଶାନ୍ତ ହୋଇ ଉଠିଛି। କାରଣ ତାଇୱାନର ରାଜଧାନୀ ତାଇପେଇର ମେଟ୍ରୋ ଷ୍ଟେସନରେ ଦୁବୃତ୍ତଙ୍କର ବର୍ବରକାଣ୍ଡ। ଷ୍ଟେସନରେ ଆଖିବୁଝୀ କରି ଚାଲିଲେ ଛୁରାମାଡ଼। ଯାହାଫଳରେ ଘଟଣାସ୍ଥଳରେ ଚାଲିଗଲା ୩ ଜଣ ଜୀବନ। ଏପରିକି ଛୁରାମାଡ଼ରେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Read More >