କେରଳର ମୁକ୍ୟମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ
Khabar Odisha:KERALA-CHIEF-MINISTER-TESTED-KORONA-POSITIVE

କେରଳ,୮ଏପ୍ରିଲ(ଖବର ଓଡିଶା); କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେ ଏବେ ସମ୍ପୁର୍ଣ୍ଣ ଠିକ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟବସ୍ତା ସ୍ଥିର ଅଛି ବୋଲି ସୂଚନା ରହିଛି । 

ଗତ କିଛି ସପ୍ତାହ ହେବ କେରଳରେ କୋଭିଡ ମାମଲାରେ ବୃଦ୍ଧି ଘଟିଛି ।ବୁଧବାର ଦିନ ରାଜ୍ୟରେ୩୫୦୨ନୂତନ କୋଭିଡ-୧୯ ମାମଲା ଏବଂ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ରାଜ୍ୟର ମୋଟ ମାମଲା ୧୧,୪,୫୯୪କୁ ବୃଦ୍ଧି ପାଇଛି ଏବଂ ଟୋଲ ମୃତ୍ୟୁ ସଂଖ୍ୟା ୪୭୧୦ ରେ ପହଞ୍ଚିଛି ।

  • Tags:

Subscribe

National International State Sports Entertainment