ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ୟକ୍ଷଙ୍କ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ନାଁ କୌଣସି ବି ସମୟରେ ଘୋଷଣା ହୋଇପାର । ଏପ୍ରିଲ ସୁଦ୍ଧା ବିଜେପି ପକ୍ଷରୁ ଜେପି ନଡ୍ଡାଙ୍କ ଉତ୍ତରାଧିକାରୀର ଘୋଷଣା କରାଯାଇପାରେ । ଦଳୀୟ ସୂତ୍ର ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Read More >