କାନାଡାରେ ଅପରାଧ ଶୀର୍ଷରେ ପହଞ୍ଚିବା ପରି ମନେ ହେଉଛି। ସମ୍ପ୍ରତି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏକ ଗୁଳିକାଣ୍ଡ ଘଟାଇଛି। ଏବେ ରୋହିତ ଗୋଦାରା ଗ୍ୟାଙ୍ଗ ମଧ୍ୟ ଗୁଳିକାଣ୍ଡ ଘଟାଇଛି। ଗୋଦାରା ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦାବି କରିଛି ଯେ ସେମାନେ ଗାୟକ ତେଜି କାହଲୋନଙ୍କ ଗୁଳିମାଡ଼ କରିଛନ୍ତି। ଗୋଦାରା ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟରେ ଗୁଳିମାଡ଼ର କାରଣ ମଧ୍ୟ ବ୍ୟାଖ୍ୟା କରିଛି।
Read More >