ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ କୌଣସି ପ୍ରଧାନ ବିଚାରପତି କରିନାହାଁନ୍ତି। Read More >
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର। ଚାଷ ଜମିରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ। ଅଳ୍ପକେ ବର୍ତ୍ତିଲେ ୪ ଯବାନ। ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା। Read More >
ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ I କିଛି ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦର ଶନିବାର ବିଜେପିରେ ଯୋଗ ଦେଇଛନ୍ତି । Read More >
ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି। ଜନମତକୁ ପ୍ରଭାବିତ କରିବା ପାଇଁ କାଳେ କିଏ ଟଙ୍କା ବା ଅନ୍ୟାନ୍ୟ ଜିନିଷ ବାଣ୍ଟୁ ଥିବ ସେ ନେଇ ପୋଲିସ ପକ୍ଷରୁ ଚେକିଂ କରାଯାଉଛି। Read More >
ବ୍ରାଜିଲରେ ପ୍ରବଳ ବର୍ଷା ପାଇଁ ମାଟି ଅତଡା ଖସି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୮ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। Read More >
ସ୍କୁଲ ଭିତରେ ପିଟାପିଟି ହେଲେ ଶିକ୍ଷୟିତ୍ରୀ । ଶିକ୍ଷା ଦାନ କରିଥାଇ ମଧ୍ୟ ଭୁଲିଗଲେ ଶିଷ୍ଟାଚାର । ସାମାନ୍ୟ କଥାକୁ ନେଇ ଝଗଡା ଲଗାଇଲେ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ । Read More >
ମୁସୁରୀ - ଡେରାଡୁନ ଜାତୀୟ ରାଜପଥରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡିଛି । Read More >
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଯବାନଙ୍କୁ ନେଇ ଆସୁଥିବା ବସ୍ । ଭାରସାମ୍ୟ ହରାଇ ରାସ୍ତାରେ ଥିବା ଗଛକୁ ପିଟିଥିଲା ବସ୍ Read More >
ପିଠିରୁ ବାହାରିଲା ୧୬.୭ କିଲୋର ଟ୍ୟୁମର । ୧୦ ଘଣ୍ଟାର ସର୍ଜରୀ ପରେ ସଫଳ ହେଲା ଅପରେସନ । ପିଠିରୁ ବାହାରିଲା ୧୬.୭ କିଲୋର ଟ୍ୟୁମର । Read More >
ଗୁରୁବାର ସନ୍ଧ୍ୟାରେ କର୍ଣ୍ଣାଟକର ଏକ କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । Read More >
୧୮ ଲକ୍ଷ ପାର ହେଲା ଚାରିଧାମ ଯାତ୍ରା ଲାଗି ପଞ୍ଜିକରଣ । ଆସନ୍ତା ୧୦ ତାରିଖ ଦିନ ଉତ୍ତରାଖଣ୍ଡର ଚାରିଧାମର ଦ୍ୱାରା ଭକ୍ତ ମାନଙ୍କ ପାଇଁ ଖୋଲାଯିବ । Read More >
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ। Read More >
ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ
ଭାରତର ପ୍ରଧାନ ବିଚାରପତିଙ୍କ ନେପାଳ ଗସ୍ତ
ସର୍ଟସର୍କିଟରୁ କଟକ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ
ଆଜି ୪୩ ଡିଗ୍ରୀ ଉପରେ ରାଜ୍ୟର ୬ଟି ସହର