ନୂଆଦିଲ୍ଲୀ: ଆଜି ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ପାଞ୍ଚଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ତାମିଲନାଡୁର ମଦୁରନ୍ଥକମ୍ ଓ ଧାରାପୁରମ୍, ପୁଡୁଚେରୀର ଥାଟ୍ଟାଞ୍ଚାଭାଡି, ପଶ୍ଚିମବଙ୍ଗର ରେଜିନଗର ଏବଂ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସେହିପରି ଆସାମର ନାଗାଓଁ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେଉଛି ।
Read More >