ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
Khabar Odisha:Lifestyle-Odisha-Cold-Water-if-bad-for-health
ଭୁବନେଶ୍ୱର, ମେ ୧୩(ଖବର ଓଡ଼ିଶା):

ଖରାଦିନେ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ତେଣୁ ସବୁ ଫ୍ରିଜରେ ଥଣ୍ଡା ପାଣି ରଖି ପିଅନ୍ତି । କିନ୍ତୁ ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତାହା ଆପଣ ଜାଣନ୍ତି କି ?
 ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଇବା ଅନୁଚିତ୍ । ଏହା ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ରହିଥାଏ । ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୁଏ ଯାହାଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଏବଂ ଥଣ୍ଡାପାଣି ପିଇବା ଦ୍ୱାରା ଗଳା ମଧ୍ୟ ଖରାପ ହୋଇଥାଏ।
 ଥଣ୍ଡା ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ । ଥଣ୍ଡା ପାଣି  ଖାଦ୍ୟ ହଜମ ହେବାରେ ମଧ୍ୟ ବିଳମ୍ବ ହୋଇଥାଏ ।
 

  • Tags:

Subscribe

National International State Sports Entertainment