ହାସ୍ୟାଭିନେତା ତଥା ୟୁଟ୍ୟୁବର ତନ୍ମୟ ଭଟ୍ଟ ବର୍ତ୍ତମାନ ସୋସିଆଲ ମିଡିଆର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେ ନିଜର ନିଖୁଣ ବ୍ୟଙ୍ଗାତ୍ମକ ଶୈଳୀରେ ଖୁବ ମନୋରଞ୍ଜନ କରାନ୍ତି। ମାତ୍ର ବର୍ତ୍ତମାନ ସେ ନିଜର ବ୍ୟଙ୍ଗଙ୍କୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ ସେ ନିଜ ଶରୀରର ପ୍ରାୟ ୫୦ କେଜି ଓଜନ ହ୍ରାସ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି Read More >
ମା’ର ମମତା ବିଶ୍ୱର ଅନ୍ୟ କୌଣସି ଶ୍ରଦ୍ଧା ଓ ଭଲ ପାଇବା ଠାରୁ ସ୍ୱତନ୍ତ୍ର । ମା’ର ଭଲପାଇବା, ସ୍ନେହ, ଯତ୍ନ ଓ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାତୃତ୍ୱ ଦିବସ ପାଳନ କରାଯାଉଛି । ଏହି ଦିବସ ମା’ ଓ ସନ୍ତାନଙ୍କ ଶକ୍ତିଶାଳୀ ବନ୍ଧନକୁ... Read More >
ଆଜି ସକାଳେ ମୁଟସୁର ଦ୍ୱୀପ ନିକଟରେ ବୁଡ଼ିଲା ଦକ୍ଷିଣ କୋରିଆର କେମିକାଲ ଟ୍ୟାଙ୍କର। ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା ଖବର ମିଳୁଛି। Read More >
ପରିବର୍ତିତ ଜୀବନଶୌଳୀ ଏବଂ ଖାଦ୍ୟପେୟରେ ଅନିୟମିତାତ ଯୋଗୁଁ ସାରା ବିଶ୍ୱରେ ମେଦବହୁଳତା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । Read More >
ଚାରିଆଡେ ବଢ଼ି ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରଭାବ। ସୂର୍ଯ୍ୟଦେବଙ୍କର ମହା ତାଣ୍ଡବର ପ୍ରଚଣ୍ଡ ଗ୍ରୀଷ୍ମଗ୍ନିର ଦାଉରୁ ରକ୍ଷା ପାଇବା ପାଇଁ ସବୁ ମଣିଷମାନେ ଜଳର ଆବଶ୍ୟକତା ନିଶ୍ଚିତ ଭାବରେ ଲୋଡିଥାନ୍ତି। Read More >
ସାଂସାରିକ ମୋହ ଛାଡି ସନ୍ନ୍ୟାସୀ ହେବା ଆଜିର ଦିନରେ କ୍ୱଚିତ୍ ହିଁ ଦେଖିବାକୁ ମିଳେ । ତେବେ ସୋସିଆଲ ମିଡିଆରେ ଆଜି ଦେଖିବାକୁ ମିଳିଛି ଏକ ସୁନ୍ଦର ଖବର। ପରିବାର ଲୋକଙ୍କ ପାଖରେ ଯେତେ ଟଙ୍କା ପଇସା ଥିଲେ ମଧ୍ୟ ଝିଅ ଗ୍ରହଣ କରିଛନ୍ତି ସନ୍ନ୍ୟାସୀ। Read More >
ପ୍ରାୟ ଆମେ ସମସ୍ତେ ପଣସ ଖାଇବା ପରେ ମଞ୍ଜିକୁ ଫିଙ୍ଗି ଦେଇଥାଉ | କିନ୍ତୁ କିଛି ଲୋକ ଏହି ମଞ୍ଜିକୁ ବିଭିନ୍ନ ଉପାୟରେ ବ୍ୟବହାର କରିଥାନ୍ତି | ଏସବୁକୁ ଦୃଷ୍ଟିରେ ରଖି ଜେମି ସାଜିଙ୍କ ମୁଣ୍ଡରେ ପଣସ ମଞ୍ଜି ରୁ କଫି ତିଆରି କରିବାର ଆଇଡ଼ିଆ ଆସିଥିଲା | Read More >
ଦୁନିଆର ସବୁଠାରୁ ବୟସ୍କ ମହିଳା ଲୁସିଲ ରାଣ୍ଡନଙ୍କ 118 ବର୍ଷ ବୟସରେ ଦେହାନ୍ତ ହୋଇଛି। ରାଣ୍ଡନ୍ ତାଙ୍କ ଜୀବନ କଲା ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କରୋନା ମହାମାରୀକୁ ପରାସ୍ତ କରିଥିଲେ। ନନ୍ ରାଣ୍ଡନ୍ 1904 ମସିହାରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ Read More >
କୋରାପୁଟ ଜିଲ୍ଲାର ପୁଷପୁନୀର ସ୍ଵତନ୍ତ୍ରତା ରହିଛି । ଜୟପୁରରେ ଆରମ୍ଭ ହେଲା ପୁଷ୍ ପୁନି ଲୋକ ମହୋତ୍ସବ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜୟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କ ପାଖରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଛି । ପରେ ଏକ ବିଶାଳ ଶୋଭାଯାତ୍ରା ସହିତ ହଜାର ହଜାର ସହରବାସୀ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ପାରମ୍ପରିକ ନାଚ ଗୀତ ଓ ରଙ୍ଗ ବେରଙ୍ଗର ପୋଷାକ ସହିତ ପହଞ୍ଚିଥିଲେ ଦଶହରା ପଡ଼ିଆରେ । Read More >
ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର ନାଁ ହେଉଛି ଲିଙ୍କନ ପାର୍କ ହାଇସ୍କୁଲ । Read More >
OPERATION SINDOOR: ଭାରତୀୟ ସେନା ପାଇଁ ଗଙ୍ଗାରେ ଦୁଗ୍ଧାଭିଷେକ; ଶକ୍ତି ପାଠ
ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇ ଆଲର୍ଟ ,ସୁରକ୍ଷା ବ୍ୟବସ୍ଥା କଡାକଡି
OPERATION SINDOOR: ପାକିସ୍ତାନ ବିରୋଧରେ ଉପରୁ ଗୁଳିବର୍ଷା, ତଳୁ ପାଣିର ବନ୍ୟା କଲା ଭାରତ
ଖୁବଶୀଘ୍ର ଲାହୋରରେ ବ୍ରେକଫାଷ୍ଟ, ଇସଲାମାବାଦରେ ଲଞ୍ଚ୍ ଓ କରାଚୀ ଡିନର୍ କରିବା: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି