ସ୍ୱାସ୍ଥ୍ୟପାଇଁ ହିତକାରକ ପଇଡ଼ ପାଣି, ବୃଦ୍ଧି କରେ ରୋଗ ପ୍ରତିରୋଧକ ଶକ୍ତି
Khabar Odisha:Lifestyle-Odisha-Coconut-Water-benefits
ଭୁବନେଶ୍ୱର ,ଫେବୃଆରୀ ୦୮(ଖବର ଓଡ଼ିଶା)

: ଆପଣମାନେ ପଇଡ ପାଣି କଣ ତ ନିଶ୍ଚିତ ଜାଣିଥିବେ । ପଇଡ଼ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ହିତକାରକ ବୋଲି ଶୁଣିଥିବେ । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟଗୁଣ ରହିଥାଏ ଯାହା ରୋଗପ୍ରତିରୋଧକ ଶକ୍ତି ଭଳି କାର୍ଯ୍ୟ କରିଥାଏ । ପଇଡ଼ ପିଇବା ଦ୍ୱାରା ଆପଣଙ୍କୁ ପୋଟାସିୟମ ଅନେକ ପରିମାଣରେ ମିଳିଥାଏ ।

ପଇଡ଼ ପାଣି ସ୍ୱାସ୍ଥ୍ୟପାଇ ଅନେକ ଲାଭ ଦାୟକ । ପଇଡ଼ ପାଣି ପିଇବା ଦ୍ୱାରା ଆପଣ ଦିନ ସାରା ହାଇଡ଼୍ରେଟ ହୋଇ ରହିଥାନ୍ତି । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟଗୁଣ ରହିଥିବାରୁ ହିତ କାରକ ହୋଇଥାଏ । ଏହା ରୋଗପ୍ରତିରୋଧକ ଶକ୍ତି ଭଳି ଶରୀରରେ କାମ କରିବା ସହ ପୋଟାସିୟମ ସାମିଲ ହୋଇଥାଏ । ହାଇଡ଼୍ରେଟ ପାଇଁ କେବଳ ପଇଡ଼ ପାଣି ଉପରେ ନିର୍ଭର ନ ହୋଇ ଆପଣଙ୍କୁ ଫଳପରିବା ମଧ୍ୟ ଉପଯୁକ୍ତ ପରିମାଣର ଖାଇବାକୁ ପଡ଼ିବ । ପଇଡ଼ ପାଣି ପୋଟାସିୟମ ଦେବା ସହ କ୍ୟାଲୋରୀ ମଧ୍ୟ ଯୋଗାଇଥାଏ ।

Subscribe

National International State Sports Entertainment