ଚକୋଲେଟ ଡ଼େରେ ଚକୋଲେଟ ଦେଇ ପ୍ରେମ ସମ୍ପକର୍କୁ କରନ୍ତୁ ଅଧିକ ମଧୁର ଓ ନିବିଡ଼
Khabar Odisha:Lifestyle-Odisha-Chocolate-day
ଭୁବନେଶ୍ୱର, ଫେବୃଆରୀ ୦୯(ଖବର ଓଡ଼ିଶା):

 ଆଜି ଭାଲେନଟାଇନ ସପ୍ତାହର ତୃତୀୟ ଦିନ । ପ୍ରେମୀଯୁଗଳମାନେ ଏହି ଦିନଟିକୁ ଚକୋଲେଟ  ଡ଼େ ଭାବରେ ପାଳନ କରିଥାନ୍ତି । ତେବେ ଏହି ଦିନରେ ପ୍ରେମୀଯୁଗଳ ମାନେ ଜଣେ ଅନ୍ୟ ଜଣଙ୍କୁ ଚକୋଲେଟ ଦେଇ ପ୍ରେମ ନିବେଦନ କରିଥାନ୍ତି । 

“ଲାଇଫ ହୋଗୀ କିଟକାଟ ଅର ଡ଼େରିମିଲ୍କ ଜେସି 

ଅଗର ମିଲ୍ଯାଏ ଗର୍ଲଫ୍ରେଣ୍ଡ ତେରି ଜେସି” 

ତେବେ ଚକୋଲେଟ  ଡେ କେବଳ ପ୍ରେମୀଯୁଗଳଙ୍କ ପାଇଁ ହୋଇ ନଥାଏ ଆପଣ ମଧ୍ୟ ସାଙ୍ଗସାଥୀ ଓ ବନ୍ଧୁବର୍ଗଙ୍କ ସହ ପାଳନ କରିପାରିବେ ।  ଆପଣ ମଧ୍ୟ ନିଜ ପାର୍ଟନରଙ୍କୁ ଉପହାର ସହ ଚକୋଲେଟ ଦେଇ ତାଙ୍କୁ ଖୁସି କରାଇପାରିବେ । 

ପ୍ରେମ ସପ୍ତାହରେ ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେବା ଦ୍ୱାରା ପ୍ରେମ ସମ୍ପର୍କ ଅଧିକ ମଧୁର ଓ ନିବିଡ଼ ହୋଇଥାଏ ବୋଲି କୁହାଯାଏ । ନିଜ ପ୍ରେମିକା ଓ ପ୍ରେମିକକୁ ବିଭିନ୍ନ ପ୍ରକାରର ଚକ୍ଲେଟ ଦେଇ ସ୍ପେସିଆଲ ଅନୁଭବ କରାନ୍ତି । ଚକୋଲେଟ ଡ଼େରେ ମନପସନ୍ଦର ଚକୋଲେଟ ଦେଇ ନିଜ ମନର ନାୟକ ନାୟିକାଙ୍କୁ ଇଂପ୍ରେସ କରାନ୍ତୁ ମନ କିଣି ନିଅନ୍ତୁ ।

Subscribe

National International State Sports Entertainment