କରୋନା ଭାଇରସ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ସେବନ କରନ୍ତୁ ନାହିଁ ଏହି ୫ ଖାଦ୍ୟ
Khabar Odisha:5-things-to-avoid-Corona-virus
ଭୁବନେଶ୍ୱର, ମେ ୧୬ ( ଖବର ଓଡ଼ିଶା):

 ମହାମାରୀ କରୋନା ପାଇଁ ସାରା ବିଶ୍ବ ଏବେ ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ କରୋନା ଭୂତାଣୁ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆମ ଦେଶ ଓ ରାଜ୍ୟରେ ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ଵେ ମଧ୍ୟ ଏହି କରୋନା ପ୍ରଭାବ ବଢ଼ିଚାଲିଛି । ଏହି ମଧ୍ୟରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କ ରୋଗ ପ୍ରତିରୋଧକ ବୃଦ୍ଧି କରୁଥିବା ଖାଦ୍ୟ ପାନୀୟ ଗୁଡ଼ିକୁ  ସେବନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ୫ଟି ଜିନିଷ ଯାହା ଆପଣଙ୍କ  ଶରୀରରୁ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ, ତାହା ଏହି ସମୟରେ ନ ଖାଇବା ଉଚିତ୍ ।

କ୍ୟାଣ୍ଡି : କ୍ୟାଣ୍ଡି ଏବଂ ଜେଲି  ଖାଇଲେ ଶରୀର ଉପରେ ଏହା କୁପ୍ରଭାବ ପକାଇଥାଏ। ଚିନି ଥିବା କ୍ୟାଣ୍ଡି ଶରୀରରେ ଧଳା ରକ୍ତ କୋଷିକାକୁ ଦୁର୍ବଳ କରିଦିଏ।

ଷ୍ଟ୍ରବେରି- ଷ୍ଟ୍ରବେରି ଖାଇବା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ଏହା  ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ। ତେଣୁ ଏହା ଖାଇବା ମନା 

କଫି- କଫିର ଅଧିକ ସେବନ  ଦ୍ଵାରା inflammation ହୋଇଥାଏ ।  କଫିରେ କଫିନ୍ ଥାଏ ଏବଂ କଫିର ଅଧିକ ସେବନ କରିବା ଦ୍ୱାରା ଆଜୀର୍ଣ୍ଣ ରୋଗ, ପେଟ ବ୍ୟଥା ଏବଂ ଉଦରରେ ବାୟୁଯୁକ୍ତ ସମସ୍ୟା ଦେଖାଦେଇଥାଏ।

ଚିପ୍ସ- ଚିପ୍ସରେ ଲୁଣ ଏବଂ ଫ୍ୟାଟର ମାତ୍ରା ଅଧିକ ଥାଏ। ଏହାଦ୍ଵାରା ଅନେକ ସମସ୍ୟା ଉତ୍ପନ ହୁଏ।

ଆଇସକ୍ରିମ୍- ଆଇସକ୍ରିମ୍ ଚିନି, ଫ୍ୟାଟ୍ କ୍ରିମ୍ ଏବଂ କ୍ଷୀରରେ ପ୍ରସ୍ତୁତ ହୋଇଥାଏ। ଏହି କାରଣରୁ, ଏଥିରେ ଥିବା ସନ୍ତୁଳିତ ଚର୍ବିର ପରିମାଣ ଅଧିକ

  • Tags:

Subscribe

National International State Sports Entertainment