ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଏକ ଚୁକ୍ତି ଚାହୁଁଛି। କିନ୍ତୁ ଏହା ପରେ ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଦିଆଯାଇଛି। ଇରାନୀ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହାର ସମସ୍ତ ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ସେ କହିଛନ୍ତି ଯେ ଇରାନ ପଛକୁ ହଟିବ ନାହିଁ।
Read More >