ଇଣ୍ଡୋନେସିଆର ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ ଅନୁଯାୟୀ ଜାହାଜଟି ପୂର୍ବ ଜାଭାରୁ ବୋର୍ନିଓ ଦ୍ୱୀପରେ ଦକ୍ଷିଣ କାଲିମଣ୍ଟାନ ଅଭିମୁଖେ ଯାଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଘଟଣା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ସମୁଦ୍ରରେ ଏକ ବ୍ୟାପକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
Read More >