ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯେତିକି ଦ୍ରୁତ ଗତିରେ ବିକଶିତ ହେଉଛି, ସେତିକି ଭୟଙ୍କର ବିପଦ ମଧ୍ୟ ସୃଷ୍ଟି କରୁଛି। ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏକ ଚିନ୍ତାଜନକ ସୂଚନା ଦେଇଛନ୍ତି ଯେ, ଆଗାମୀ ୨ ବର୍ଷ ମଧ୍ୟରେ AI ସାହାଯ୍ୟରେ କରାଯାଉଥିବା ସାଇବର ଆଟାକ୍ ବିଶ୍ୱର ସାଟେଲାଇଟ୍ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେଇପାରେ। ଯଦି ଏପରି ହୁଏ, ତେବେ ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବ, ଯାହାକୁ 'ସାଟେଲାଇଟ୍ ଆପୋକାଲିପ୍ସ' ବା ସାଟେଲାଇଟ୍ ପ୍ରଳୟ ବୋଲି କୁହାଯାଉଛି।
Read More >