ନୂଆଦିଲ୍ଲୀ: ଅନେକ ବାଧା, ବାତିଲ, ସମସ୍ୟା ଓ ସମାଲୋଚନା ପରେ ଶେଷରେ ପୁଣି ଥରେ ନିଜ ପାଦରେ ଛିଡ଼ା ହୋଇଛି ଇଣ୍ଡିଗୋ । କମ୍ପାନୀ ସିଇଓ ପିଟର୍ ଏଲବର୍ସ ମଙ୍ଗଳବାର ଘୋଷଣା କରିଛନ୍ତି ବର୍ତ୍ତମାନ ଇଣ୍ଡିଗୋର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ଏବଂ ବିମାନ ଚଳାଚଳରେ ସ୍ଥିରତା ଆସିଛି ।
Read More >