କାନ୍ସ ଫେଷ୍ଟିଭାଲରେ ବାରଣାସୀ ସାଢୀ ପରେ ବ୍ଲାକ୍ ଗାଉନରେ ନଜର ଆସିଲେ ଐଶ୍ୱର୍ଯ୍ୟା; ଓଢଣୀରେ ରହିଛି ଗୀତର ଶ୍ଳୋକ... Khabar Odisha 23/05/2025 Share story: ଫ୍ରାନ୍ସ: ଫ୍ରାନ୍ସରେ ଆୟୋଜିତ ହୋଇଛି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ । ଏଥିରେ ବିଶ୍ୱର ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ ହୁଅନ୍ତି। ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ତେବେ ପୂର୍ବବର୍ଷ ଭଳି ଚଳିତବର୍ଷ ବି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଦିନରେ ବାରଣାସୀ ସାଢୀ ସହ ସିନ୍ଦୂର ଲୁକ୍ ପରେ ଦ୍ୱିତୀୟ ଦିନରେ ସେ ବ୍ଲାକ ଗାଉନରେ ନଜର ଆସିଛନ୍ତି। ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଗୌରବ ଗୁପ୍ତାଙ୍କ କଷ୍ଟମ ପୋଷାକରେ ଐଶ୍ୱର୍ଯ୍ୟା ରାୟ ନିଜର ଜଲୱା ଦେଖାଇବାରେ ସଫଳ ହୋଇଥିଲେ । ଐଶ୍ୱର୍ଯ୍ୟା ଡିଜାଇନଜର ଗୌରବ ଗୁପ୍ତାଙ୍କ ଡ୍ରେସ ପିନ୍ଧିଥିବା ବେଳେ ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରୁଥିଲା ତାଙ୍କର ଓଢଣୀ। ବଡିକନ୍ ଗାଉନ୍ ସହିତ ଏକ କେପ୍ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ଲୁକ୍ ରାଜକୀୟ ଦେଖାଯାଉଥିଲା । ତେବେ ଡିଜାଇନଜର ଗୌରବ ଗୁପ୍ତା ନିଜ ଇନଷ୍ଟାଗାମ୍ରେ ଏନେଇ ଫଟୋ ଶେୟାର କରିବା ସହ ପୋଷାକ ଉପରେ ସବିଶେଷ ତଥ୍ୟ ରଖିଛନ୍ତି। ଅଭିନେତ୍ରୀ ପିନ୍ଧିଥିବା ଓଢଣୀ ଉତ୍ତର ପ୍ରଦେଶର ବାରାଣସୀରେ ତିଆରି ହୋଇଛି ଏବଂ ଏଥିରେ ବ୍ରୋକେଡ୍ କାମ କରାଯାଇଛି । ଏହି ଓଢଣୀର ବିଶେଷତ୍ୱ ହେଉଛି ଯେ ଏଥିରେ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ସଂସ୍କୃତ ଶ୍ଳୋକ ଲେଖାଯାଇଛି । ଅଧିକ ପଢନ୍ତୁ:କ୍ୟାନ୍ସ ଫେଷ୍ଟିଭାଲ ଫ୍ୟାସନରେ ଦେଶପ୍ରେମର ଝଲକ; ମଥାରେ ସିନ୍ଦୂର, ଗାଉନରେ ଆତଙ୍କୀ ଆକ୍ରମଣର ଘଟଣା ସହ ବେକରେ ଝଲସିଲା ମୋଦୀଙ୍କ ହାର View this post on Instagram A post shared by Gaurav Gupta (@gauravguptaofficial) an> Subhashree Sukla, , 23-05-2025 6:10PM ରାଜକୁମାର ରାଓ-ଭାମିକା ଗବ୍ବିଙ୍କ ଯୋଡି ପ୍ରଶଂସକମାନଙ୍କୁ ବହୁତ ହସାଇଲା! ତଥାପି, ପ୍ରଶଂସକମାନେ ଅଭିନେତାଙ୍କ ପ୍ରତି କାହିଁକି ନିରାଶ ହୋଇଥିଲେ? Sangeeta Priyadarshini Sahoo | 23-05-2025 8:45PM ରାଜକୁମାର ରାଓ ଏବଂ ଭାମିକା ଗବ୍ବିଙ୍କ ରୋମାଣ୍ଟିକ-କମେଡି ଫିଲ୍ମ 'ଭୁଲ ଚୂକ୍ ମାଫ୍' ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। Read More > ବଲିଉଡକୁ ଅଲବିଦା କହିଲେ ଆଥିଆ Archana Anamika Ray | 23-05-2025 8:32PM ଅଭିନୟ ଜଗତରୁ ବିଦାୟ ନେଲେ ଆଥିଆ ସେଟ୍ଟୀ। ବର୍ତ୍ତମାନ ସେ ବଲିଉଡକୁ ଅଲବିଦା କହିଛନ୍ତି। ତେବେ ଅଥିଆ ଆଉ ଅଭିନୟ କରିବେ ନାହିଁ ବୋଲି କନଫର୍ମ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ। Read More > ବଲିଉଡରେ ବ୍ୟାନ୍ ହେବା ବିଷୟରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ କଣ କହିଲେ Sangeeta Priyadarshini Sahoo | 23-05-2025 7:24PM ଜମ୍ମୁର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ବଲିଉଡରେ ବ୍ୟାନ କରାଯାଇଥିଲା Read More > କୋଭିଡ୍ ରେ ଆକ୍ରାନ୍ତ ହେଲେ ବଲିଉଡ୍ ଅଭିନେତ୍ରୀ ନିକିତା ଦତ୍ତା Archana Anamika Ray | 23-05-2025 3:12PM COVID-19 ଭାଇରସରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ନିକିତା ଦତ୍ତା ଏବଂ ତାଙ୍କ ମାଆ। ନିକିତା ନିଜ ଇନଷ୍ଟାଗ୍ରାମରେରେ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ନିଜ ଫ୍ୟାନ ସୂଚନା ଦେବା ଦେବା ସହ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି,ଯେ ‘କୋଭିଡ୍ ମୋ ମାଆ ଏବଂ ମୋତେ ନମସ୍କାର କରିବାକୁ ଆସିଛି।’ Read More > ସଲମାନ ଖାନଙ୍କ ଶୋ' 'ବିଗ୍ ବସ୍'ର ୧୯ତମ ସିଜିନ୍ ଆସିବ କି ନାହିଁ?: ସ୍ପଷ୍ଟ ହୋଇଗଲା Sangeeta Priyadarshini Sahoo | 23-05-2025 2:45PM କିଛି ସମୟ ପୂର୍ବରୁ ଏପରି ଏକ ଖବର ଆସିଥିଲା ଯାହା 'ବିଗ୍ ବସ୍'ର ସମସ୍ତ ପ୍ରଶଂସକଙ୍କୁ ବିରକ୍ତ କରିଥିଲା। ଏହି ଶୋ’ର ପ୍ରଯୋଜନା କରୁଥିବା Endemol Shine India ଏହି କାର୍ଯ୍ୟକ୍ରମରୁ ଓହରିଯାଇଥିବା କୁହାଯାଉଥିଲା Read More > ରାତି ଅଧରେ ସଲମାନ ଖାନଙ୍କ ଘରେ କାହିଁକି ପଶିଲେ ମହିଳା? ପୋଲିସକୁ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି Sangeeta Priyadarshini Sahoo | 23-05-2025 2:11PM ସଲମାନ ଖାନଙ୍କ ଘରେ ସୁରକ୍ଷା ଭଙ୍ଗ କରି ଦୁଇ ଜଣ ବ୍ୟକ୍ତି ତାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କୁ ପୋଲିସ ଗିରଫ କରିଛି Read More > କ୍ୟାନ୍ସ ଫେଷ୍ଟିଭାଲ ଫ୍ୟାସନରେ ଦେଶପ୍ରେମର ଝଲକ; ମଥାରେ ସିନ୍ଦୂର, ଗାଉନରେ ଆତଙ୍କୀ ଆକ୍ରମଣର ଘଟଣା ସହ ବେକରେ ଝଲସିଲା ମୋଦୀଙ୍କ ହାର Subhashree Sukla | 23-05-2025 1:00PM Read More > KBC ର ହୋଷ୍ଟ ସିଟ୍ ରେ ଏଥର ବସିବ କିଏ? ବିଗ୍ ବି ଅମିତାଭ ବଚ୍ଚନ ନା ବଲିଉଡର ଭାଇଜାନ୍... Subhashree Sukla | 22-05-2025 3:22PM Read More > ଟିକସ ନ ଦେବା ମାମଲାରେ ଅର୍ଜୁନ ରାମପାଲଙ୍କୁ ମିଳିଲା ଆଶ୍ୱସ୍ତି, ଜାମିନ ବିହୀନ ୱାରେଣ୍ଟକୁ ହାଇକୋର୍ଟ ରଦ୍ଦ କଲେ Sangeeta Priyadarshini Sahoo | 22-05-2025 12:35PM ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଅଭିନେତାଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟକୁ ବାତିଲ କରାଯାଇଛି। ଏହି ୱାରେଣ୍ଟ ୨୦୧୯ ମସିହାର ଏକ ଟିକସ ମାମଲାରେ ଜାରି କରାଯାଇଥିଲା Read More > ସୋନୁ ସୁଦଙ୍କୁ ଏହି ଅବତାରରେ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଗଲେ Sangeeta Priyadarshini Sahoo | 22-05-2025 11:44AM ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ତାଙ୍କର କିଛି ପୁରୁଣା ଫଟୋ ସେୟାର କରିଛନ୍ତି Read More > ପ୍ରଭାସଙ୍କ ସହିତ ଆଉ ଗୋଟିଏ ମୁଭିରେ କାମ କରିଥାନ୍ତେ ଦୀପିକା...ହେଲେ ହଠାତ୍ କ’ଣ ହେଲା... Sangeeta Priyadarshini Sahoo | 22-05-2025 10:24AM ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'କଳକି ୨୮୯୮ ଏଡି'ରେ ଏକାଠି କାମ କରିଥିଲେ। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା Read More > 2025 Cannes Film Festival: କାନ୍ସର ରେଡ କାର୍ପେଟରେ ରାଜକୀୟ ଲୁକରେ ଝଲସିଲେ ଐଶ୍ୱର୍ଯ୍ୟା Sangeeta Priyadarshini Sahoo | 22-05-2025 8:24AM କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍ ରେ ଟ୍ରାଡିସନାଲ ଲୁକ୍ ରେ ନଜର ଆସିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ସେ ବୁଧବାର କାନ୍ସରେ ଏକ ଧଳା ବନାରସୀ ଶାଢୀ ଏବଂ ମୁଣ୍ତରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କର ଏହି ଲୁକ୍ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । Read More > Tweets by Khabar Odisha Recent ରାଜକୁମାର ରାଓ-ଭାମିକା ଗବ୍ବିଙ୍କ ଯୋଡି ପ୍ରଶଂସକମାନଙ୍କୁ ବହୁତ ହସାଇଲା! ତଥାପି, ପ୍ରଶଂସକମାନେ ଅଭିନେତାଙ୍କ ପ୍ରତି କାହିଁକି ନିରାଶ ହୋଇଥିଲେ? ବଲିଉଡକୁ ଅଲବିଦା କହିଲେ ଆଥିଆ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ୪୩ ବର୍ଷ ପରେ କଏଦୀ 'ମୁକ୍ତ'... ୧୦୩ ବର୍ଷ ବୟସରେ ଜେଲରୁ ବାହାରିଲେ ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |