ଏସ.ଏସ. ରାଜାମୌଲିଙ୍କ ଆଗାମୀ ମେଗା ପ୍ରୋଜେକ୍ଟ ‘ବାରାଣସୀ’କୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଖୁଲାସା ହୋଇଛି। ରିଲିଜ୍ର ବର୍ଷକ ପୂର୍ବରୁ ଫିଲ୍ମର କାହାଣୀ ବା ସାଇନୋପ୍ସିସ୍ ଲିକ୍ ହୋଇଥିବା ଦାବି କରାଯାଉଛି। ଏହି କାହାଣୀ ଅନୁସାରେ, ମହେଶ ବାବୁ (ରୁଦ୍ର) ଜଣେ ଶିବଭକ୍ତ ଭାବେ ଏକ ରହସ୍ୟମୟ କଳାକୃତିର ସନ୍ଧାନରେ ବାହାରିଛନ୍ତି, ଯେଉଁଠାରେ ତାଙ୍କୁ ପ୍ରିୟଙ୍କା ଚୋପ୍ରା (ମନ୍ଦାକିନୀ) ଏବଂ ପୃଥ୍ୱୀରାଜ ସୁକୁମାରନ୍ (କୁମ୍ଭ)ଙ୍କ ଚରିତ୍ରଠାରୁ ବିଶ୍ୱାସଘାତକତାର ସାମ୍ନା କରିବାକୁ ପଡ଼ିପାରେ। ଏହି ଆଡଭେଞ୍ଚର୍-ଟାଇମ୍ ଟ୍ରାଭେଲ୍ ଫିଲ୍ମକୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି।
Read More >