ବିବାହ କରୁଛନ୍ତିକି ବବୀତା ଜୀ ଆଉ ପୁଅ ଟପ୍ପୁ । ଏବେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଟିଭି ଜଗତରୁ ଆସିଛି ଏକ ବଡ ଖବର । ତେବେ ଗଣ ମାଧ୍ୟମରେ ଏହି ଭଳି କିଛି ଚର୍ଚ୍ଚା ହେଉଥିବାର ଜଣା ପଡିଛି । ଟାରକମେହେତା କା ଉଲଟା ଚସମା ହେଉଛି ଏକ କମେଡିୁ ଭରା ସୋ । ଏହି ସୋ ଦେଖି ସମସ୍ତେ ହସି ଥାନ୍ତି । ତେବେ ଏହି ସୋରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ତେବେ କଣ ସତରେ ବିବାହ କରୁଛନ୍ତି ବବୀତା ଜୀ ଏବଂ ଟପ୍ପୁ ।
ସୂଚନା ଯୋଗ୍ୟ, ମୁନମୁନ ଦତ୍ତା ନୁଜ ସୋସିଆଲ ମିଡିଆରେ ଜରିଆରେ ଏହି ସମ୍ପର୍କରେ ରିଆକ୍ଟ କରିଛନ୍ତି । ସେ ଏହି ଭଲି 4ଟି ଆକାଉଣ୍ଟରୁ ରିଆକ୍ଟ କରିଛନ୍ତି । ଏବଂ କହିଛନ୍ତି ଏହି ଘଟଣା ସମ୍ପୁର୍ଣ୍ଣ ମିଛ । ଏହି ଘଟଣାରେ କୌଣସି ସତ୍ୟତା ନାହିଁ । ଏହା ହେଉଛି ସ୍ରିପ୍ଟଟେଡ ଆଉ ମିଛ କଥା । ସେ ଆହୁରି କହିଛନ୍ତି ଆମର କୌଣସି ନିର୍ବନ୍ଦ ହୋଇନାହିଁ କି ବାହଘର ମଧ୍ୟ ହେବ ନାହିଁ ।
ଅଧିକା ପଢନ୍ତୁ: 59 ବର୍ଷରେ ପାଦ ଦେଲେ ଆମିର ଖାନ