ଆଜି ହେଉଛି ମିଷ୍ଟର ପରଫେକସନିଷ୍ଟି ମାନେ ଆମିର ଖାନଙ୍କର ଜନ୍ମଦିନ । ଆମିର ଖାନ ଆଜି 59 ବର୍ଷରେ ପାଦ ରଖିଛନ୍ତି । ପ୍ରୟ ସବୁଠି ତାଙ୍କ ଜନ୍ମଦିନକୁ ପୁରା ଧୁମଧାମରେ ସେଲିବ୍ରେସନ କରୁଛନ୍ତି । ଆମିର ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ସେ ହେଉଛନ୍ତି ସୁପରଷ୍ଟାର । ଆମିର ଖାନ ଗୋଟେ ଗରିବ ପରିବାରରୁ ଆସି ଏତେ ବଡ ସଫଳତାର ସିଡିରେ ପହଁଚି ପାରିଛନ୍ତି ହୁଏତ ଆଉ କେଉଁ ଲୋକ ହେଇଥିଲେ ଅଧାରୁ ଛାଡି ପଳାଇଥାନ୍ତେ । ସ୍କୁଲ୍ ଫି ୬ ଟଙ୍କା ଦେବା ତାଙ୍କ ପାଇଁଥିଲା କଷ୍ଟସାଧ୍ୟ । ଏବେ ୬୦ କୋଟିରଟି ଘର, ୧୮୦୦ରୁ ବି ଅଧିକ ନେଟୱର୍ଥ ଅଛି । ଆମିରଙ୍କର ନିକଟରେ ଏକ ମୁଭି ରିଲିଜ ହୋଇଥିଲା ଲାଲ ସିଂ ଚଡ୍ଡା । ଆମିର ଏଇ ମୁଭିରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ହେଲେ ବକ୍ସ ଅଫିସରେ ଏହାର ଭଲ ସେଲ ହୋଇପାରିନଥିଲା ।
ଅଧିକା ପଢନ୍ତୁ: ସୁଡ଼ଙ୍ଗ ଦେଇ ଖୋର୍ଦ୍ଧାରୁ ବଲାଙ୍ଗୀର ଗଡ଼ିବ ଟ୍ରେନ୍